ETV Bharat / business

ନୋଟବନ୍ଦୀ ପରେ ବଢିଛି ନୋଟ ପ୍ରଚଳନ - currency in circulation rise

2019 ମାର୍ଚ୍ଚ ଶେଷ ସୁଦ୍ଧା 21 ଲକ୍ଷ କୋଟି ଟଙ୍କାର ନୋଟ ପ୍ରଚଳନ ହୋଇଛି । ସୋମବାର ସଂସଦରେ ରାଷ୍ଟ୍ରଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି ।

currency in circulation rises to rs 21 lakh cr as on mar19 thakur
ନୋଟବନ୍ଦୀ ପରେ ବଢିଛି ନୋଟ ପ୍ରଚଳନ
author img

By

Published : Dec 10, 2019, 2:34 PM IST

ନୂଆଦିଲ୍ଲୀ: 2019 ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଚଳନ ମୁଦ୍ରା ମୂଲ୍ୟ 21 ଲକ୍ଷ କୋଟି ଟଙ୍କା ଟପିଛି । ଯାହାକି 2016-17 ଶେଷରେ 13 ଲକ୍ଷ କୋଟି ଟଙ୍କା ତଳେ ଥିଲା । ସୋମବାର ସରକାର ଏନେଇ ସଂସଦରେ ସୂଚନା ଦେଇଛନ୍ତି ।

ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏକ ଉତ୍ତରେ କହିଛନ୍ତି ଯେ, 2019 ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଚଳନ ନୋଟ ମୂଲ୍ୟ 21,109 ଅରବ ରହିଥିଲା । ଗତ ଆର୍ଥିକ ବର୍ଷ 2017-18 (ମାର୍ଚ୍ଚ 2018 ରୁ ଆର୍ଥିକ ବର୍ଷ ଶେଷ) ରେ ସଞ୍ଚାଳିତ ନୋଟ 18,037 ଅରବ ଟଙ୍କା ଥିଲା । ଯେତେବେଳେ କି 2016-17 ଶେଷରେ ଏହା 13,102 ଅରବ ଟଙ୍କା ଥିଲା ।

ଭାରତୀୟ ଅର୍ଥବ୍ୟବସ୍ଥାରେ ସଞ୍ଚାଳନ ମୋଟ ନୋଟ ମୂଲ୍ୟ ମାର୍ଚ୍ଚ 31 2016 ପର୍ଯ୍ୟନ୍ତ 16,415 ଅରବ ଟଙ୍କା ରହିଥିଲା । ଏକ ପ୍ରଶ୍ନର ଉତ୍ତରେ ଓଲଗା ପ୍ରଶ୍ନ କରି ଠାକୁର କହିଛନ୍ତି ଯେ, କଣ ପ୍ରଚଳିତ ହେବାକୁ ଥିବା ନୋଟ , ନୋଟବନ୍ଦୀ ପୂର୍ବରୁ ସୀମା ପାର କରିଦେଇଥିଲା ।

କଳା ଧନ ଉପରେ ଅଙ୍କୁଶ, ଆତଙ୍କବାଦୀଙ୍କ ଯାଞ୍ତ ଓ ଡିଡିଟାଲ ଅର୍ଥବ୍ୟବସ୍ଥା ଉର୍ଦ୍ଦେଶ୍ୟରେ 2016 ନଭେମ୍ବର 8ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 500 ଓ 1000 ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ ।

ତେବେ କଣ ସରକାର ବଜାରରୁ ନଗଦ ଶେଷ କରିବାକୁ ପ୍ରସ୍ତାବ ଦେଇଛନ୍ତି ? ଏହି ପ୍ରଶ୍ନର ଉତ୍ତରେ ଠାକୁର କହିଥିଲେ ଯେ, ‘‘ ବଜାରରେ ନଗଦ ଶେଷ ପାଇଁ ସରକାର ଏପରି କୌଣସି ପ୍ରସ୍ତାବକୁ ବିଚାରଧୀନ କରିନଥିଲେ ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.