ETV Bharat / business

ବଜେଟ-2020: ‘ତେଜସ’ ଭଳି ଗଡିବ ଆହୁରି ଟ୍ରେନ - Budget 2020 Highlights

ବଜେଟରେ ରେଲଓ୍ବେ ଉପରେ ଗୁରୁତ୍ବ । 550 ୱାଇଫାଇ ରେଲୱେ ଷ୍ଟେସନ ପ୍ରତିଷ୍ଠା ହେବ । 27 ହଜାର କିମି ରେଲୱେ ଟ୍ରାକର ହେବ ବିଦ୍ୟୁତିକରଣ । ଅଧିକ ପଢନ୍ତୁ...

railway budget 2020
ବଜେଟ୍‌ 2020: ପର୍ଯ୍ୟଟନ ସ୍ଥଳକୁ ଯୋଡିବ ତେଜସ ଭଳି ନୂଆ ଟ୍ରେନ
author img

By

Published : Feb 1, 2020, 12:45 PM IST

Updated : Feb 1, 2020, 3:54 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ଆୟବ୍ୟୟ ଅଟକଳରେ ରେଲୱେକୁ ଫୋକସ । ଆଗାମୀ ଦିନରେ ରେଲଓ୍ବେ ଷ୍ଟେସନରେ ଅଧିକ ୱାଇଫାଇ ଲାଗିବ । 550 ୱାଇଫାଇ ରେଲୱେ ଷ୍ଟେସନ ପ୍ରତିଷ୍ଠା ହେବ ।

ତେଜସ ଭଳି ନୂଆ ଟ୍ରେନ ପର୍ଯ୍ୟଟନ ସ୍ଥଳକୁ ଯୋଡିବ । 27 ହଜାର କିମି ରେଲୱେ ଟ୍ରାକର ହେବ ବିଦ୍ୟୁତିକରଣ । ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ହାଇୱେ 2023 ସୁଦ୍ଧା ଶେଷ ହେବ । ରେଲୱେ ଷ୍ଟେସନ ପାଖରେ ଥିବା ଖାଲି ଜମିରେ ସୌରଶକ୍ତିର ଉତ୍ପାଦନ ହେବ ।

ବଜେଟ-2020: ‘ତେଜସ’ ଭଳି ଗଡିବ ଆହୁରି ଟ୍ରେନ

ରେଳବାଇ ପାଇଁ ବଡ ପଦକ୍ଷେପ

Budget 2020 India
ବଜେଟ-2020: ‘ତେଜସ’ ଭଳି ଗଡିବ ଆହୁରି ଟ୍ରେନ
  • 550 ରେଲୱେ ଷ୍ଟେସନରେ ୱାଇଫାଇ
  • ରେଳର ଖାଲି ପଡିଆରେ ସୌର ଶକ୍ତି ପ୍ଲାଣ୍ଟ
  • ଦେଶରେ ମାନବ ବିହୀନ ଫାଟକକୁ ଶେଷ କରାଯିବ
  • ତେଜସ ଭଳି ଆହୁରୀ ଟ୍ରେନ ଆରମ୍ଭ ହେବ
  • 27 ହଜାର ରେଳ ଟ୍ରାକକୁ ବିଦ୍ୟୁତକରଣ କରାଯିବ
  • ତେଜସ ଟ୍ରେନରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ
  • ପିପିପି ମଡେଲ ଦ୍ବାରା ରେଳ ଷ୍ଟେସନ ବିକାଶ ହେବ
  • 150 ଟ୍ରେନ ପିପିପି ମୋଡରେ ଚାଲିବା ନିଷ୍ପତ୍ତି
  • 148 କିମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ ସିଷ୍ଟମ ହେବ । କେନ୍ଦ୍ର ସରକାର 25 ପ୍ରତିଶତ ଦେବେ । ଏହା ଉପରେ 18 ହଜାର 600 କୋଟି ଟଙ୍କା ଖର୍ଚ୍ଚ ହେବ ।
  • ମୁମ୍ବାଇ-ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ କାମକୁ ଅଗ୍ରାଧିକାର ଦିଆଯିବ

Intro:Body:

BLANK

Conclusion:
Last Updated : Feb 1, 2020, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.