ETV Bharat / business

ଜାଣନ୍ତୁ, କେଉଁ ଅର୍ଥମନ୍ତ୍ରୀ ଦେଇଥିଲେ ଲମ୍ବା ବଜେଟ ଭାଷଣ - budget 2020

କେନ୍ଦ୍ର ବଜେଟରେ 7 ଦସ୍ତାବିଜ ସାମିଲ ରହିଥାଏ । ସେଥିରୁ ପ୍ରଥମରେ ରହିଥାଏ ବଜେଟର ଭାଷଣ । ଅର୍ଥମନ୍ତ୍ରୀ ସଂସଦରେ ଦେଶର ଆୟବ୍ୟୟ ଅଟକଳ ଚିଠା ପଢି ଉପସ୍ଥାପନ କରିଥାନ୍ତି । ଏଥିରେ ସଂକ୍ଷେପରେ ବଜେଟ ବିଷୟରେ ବୟନ କରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ବଜେଟ ଭାଷଣକୁ ନେଇ କିଛି ଅଜଣା ଓ ରୋଚକ କଥା..

budget 2020 know whose name is the record for the longest budget speech
ଜାଣନ୍ତୁ, କେଉଁ ଅର୍ଥମନ୍ତ୍ରୀ ଦେଇଥିଲେ ଲମ୍ବା ବଜେଟ ଭାଷଣ
author img

By

Published : Jan 29, 2020, 4:46 PM IST

ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ 7 ଦସ୍ତାବିଜ ସାମିଲ ରହିଥାଏ । ସେଥିରୁ ପ୍ରଥମରେ ରହିଥାଏ ବଜେଟର ଭାଷଣ । ଅର୍ଥମନ୍ତ୍ରୀ ସଂସଦରେ ଦେଶର ଆୟବ୍ୟୟ ଅଟକଳର ଚିଠାକୁ ପଢି ଉପସ୍ଥାପନ କରିଥାନ୍ତି । ଏଥିରେ ସଂକ୍ଷେପରେ ବଜେଟ ବିଷୟରେ ବୟାନ କରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ବଜେଟ ଭାଷଣକୁ ନେଇ କିଛି ଅଜଣା ଓ ରୋଚକ କଥା..

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2019 ଜୁଲାଇ 5 ରେ 2019-20 ବର୍ଷର ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟ ଭାଷଣ 2 ଘଣ୍ଟା 17 ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଯାହାକି ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ 2003 ବଜେଟ ଭାଷଣ ଠାରୁ 4 ମିନିଟ ଅଧିକ ରହିଛି । ତେବେ ଶବ୍ଦକୁ ବିଚାରକୁ ନେଲେ 1991 ମସିହାରେ ଡ. ମନମୋହନ ସିଂହଙ୍କ ବଜେଟ ଭାଷଣ 18,650 ଶବ୍ଦ କହିଥିଲେ ।

ବଜେଟର ଅର୍ଥ, ଉତ୍ପତ୍ତି ଓ ଆବଶ୍ୟକତା ଜାଣନ୍ତୁ...

ସେହିପରି 2014ରେ ଅରୁଣ ଜେଟଲୀ 2 ଘଣ୍ଟା 10 ମିନିଟ ସମୟରେ 18,604 ଶବ୍ଦର ଲମ୍ବା ଭାଷଣ ରେକର୍ଡ ହୋଇଛି । 2014, 2017 ଓ 2016ରେ ଆଗତ ହୋଇଥିବା ଅରୁଣ ଜେଟଲୀଙ୍କ ତୃତୀୟ , ଚତୁର୍ଥ ଓ ପଞ୍ଚମ ବଜେଟ ଭାଷଣ ମଧ୍ୟ ବହୁତ ଅବଧିର ରହିଥିଲା । ମଜା କଥା କି ଏବେ ସୁଦ୍ଧା ସବୁଠୁ ଛୋଟ ବଜେଟ ଭାଷଣ 1977ରେ ଏଚଏମ ପଟେଲ ଦେଇଥିଲେ । ଯାହାକି ମାତ୍ର 800 ଶବ୍ଦର ରହିଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ଫେବୃଆରୀ ପହିଲାରେ 2020-21 ବର୍ଷର ବଜେଟ ଆଗତ କରିବେ । ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ, ଏହି ବଜେଟ ଉପରେ ସମସ୍ତଙ୍କ ଅଧିକ ଆଶା ରହିଛି । ମଧ୍ୟବିତ୍ତ ଠାରୁ ନିବେଶ ସମସ୍ତଙ୍କ ଫୋକସରେ ଏହି ବଜେଟ ।

ବଜେଟ ୨୦୨୦: ‘ସାଧାରଣ ଲୋକଙ୍କ ହାତକୁ ଅଧିକ ଟଙ୍କା ଦିଅ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.