ETV Bharat / business

ବଜେଟ 2020: ମହିଳାଙ୍କ ପାଇଁ 28,600 କୋଟି ବ୍ୟୟବରାଦ - Budget 2020 Highlights

ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହିଳାଙ୍କ ସହ ଜଡିତ କାର୍ଯ୍ୟକ୍ରମ ପାଇଁ 28,600 କୋଟି ବ୍ୟୟବରାଦ କରାଯାଇଛି ।

Budget 2020 Latest News
ବଜେଟ 2020: ମହିଳାଙ୍କ ପାଇଁ 28,600 କୋଟି ବ୍ୟୟବରାଦ
author img

By

Published : Feb 1, 2020, 12:39 PM IST

Updated : Feb 1, 2020, 3:51 PM IST

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ମହିଳାଙ୍କ ପାଇଁ ଅନେକ ଘୋଷଣା କରାଯାଇଛି । ପୋଷଣ ଯୋଜନା ପାଇଁ 35 ହଜାର 600 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ବଜେଟ 2020: ମହିଳାଙ୍କ ପାଇଁ 28,600 କୋଟି ବ୍ୟୟବରାଦ

ମହିଳା ଓ ଶିଶୁ ବିକାଶ ପାଇଁ ବଜେଟ 2020ରେ କଣ ରହିଛି ବ୍ୟବସ୍ଥା ଜାଣନ୍ତୁ...

  • ସଫଳ ହୋଇଛି ‘ବେଟି ବଚାଓ, ବେଟି ପଢାଓ’ ଯୋଜନା
  • ପୋଷଣ କାର୍ଯ୍ୟକ୍ରମ ପାଇଁ 35,600 କୋଟି ଟଙ୍କାର ଘୋଷଣା
  • ସ୍କୁଲରେ ଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା
  • ବିଦ୍ୟାଳୟରେ ବଢିଛି ଛାତ୍ରୀଙ୍କ ସଂଖ୍ୟା
  • 10 କୋଟି ଘରେ ପୋଷଣ କ୍ଷେତ୍ରରେ ବୃଦ୍ଧି
  • 6 ଲକ୍ଷରୁ ଅଧିକ ଅଙ୍ଗନୱାଡି କର୍ମୀଙ୍କୁ ମିଳିଛି
  • ମହିଳାଙ୍କ ସହିତ ଯୋଡି ହୋଇଥିବା ଯୋଜନା ପାଇଁ 28 ହଜାର 600 କୋଟି ବ୍ୟୟବରାଦ
  • ମହିଳାଙ୍କ ପାଇଁ ଟ୍ୟାକ୍ସ ଫୋର୍ସ ଗଠନ କରାଯିବ
  • ଏକ ଲକ୍ଷ ଗ୍ରାମ ପଞ୍ଚାୟତକୁ ଚଳିତ ବର୍ଷ ଅପଟିକାଲ ଫାଇବରରେ ଯୋଡାଯିବ
  • ମହିଳାଙ୍କ ମାତୃତ୍ବର ବୟସ ବଢାଇବେ ସରକାର
    image

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.