ETV Bharat / briefs

ଡାଇଲିସିସ୍ ବିଭାଗ ଏବଂ ମେସିନକୁ କାର୍ଯ୍ୟକ୍ଷମ କରିବା ଦାବିରେ ବିକ୍ଷୋଭ - office

ଏମକେସିଜି ମେଡିକାଲରେ ଡାଇଲିସିସ୍ ମେସିନକୁ କାର୍ଯ୍ୟକ୍ଷମ କରିବା ଏବଂ ସହରର ସମସ୍ତ ସିଟି ହସ୍ପିଟାଲରେ ଡାଇଲିସିସ ବିଭାଗ ଖୋଲିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ସହରର ମାନବ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 1, 2019, 9:39 PM IST

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଡାଇଲିସିସ୍ ମେସିନକୁ କାର୍ଯ୍ୟକ୍ଷମ କରିବା ଏବଂ ସହରର ସମସ୍ତ ସିଟି ହସ୍ପିଟାଲରେ ଡାଇଲିସିସ ବିଭାଗ ଖୋଲିବା ଦାବିରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ରହ୍ମପୁର ସହରର ମାନବ ଅଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମଗ୍ର ଦକ୍ଷିଣାଞ୍ଚଳ ସମେତ ପଡୋଶୀ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା, ଓଡିଶା-ଆନ୍ଧ୍ର ସୀମାନ୍ତର ବହୁ ରୋଗୀ ଏହି ଏମକେସିଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ତେବେ ଏଠାରେ 3ଟି ଡାଇଲିସିସ୍ ମେସିନ ଥିବାବେଳେ ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ଟେକ୍ନିସିଆନ ଏହାକୁ ପରିଚାଳନା କରୁଛନ୍ତି । ଫଳରେ ଏଠାକୁ ଆସୁଥିବା ରୋଗୀ କୌଣସି ପ୍ରକାର ଉପକୃତ ହୋଇପାରୁନଥିବା ବେଳେ ସେମାନଙ୍କୁ ନାନା ସମସ୍ୟାର ସାମନା କରିବାକୁ ପଡିଥାଏ ।

ଯାହାକୁ ପ୍ରତିବାଦ କରି ସହରର ନଗର ଚିକିତ୍ସାଳୟରେ ଜିଲ୍ଲାର ଏକ ପ୍ରମୁଖ ଚିକିତ୍ସାଳୟରେ ନୂତନ ଡାଇଲସିସ ବିଭାଗ ଖୋଲିବାକୁ ଦାବି କରାଯାଇଥିଲା । ଏଥିସହିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ସ୍ବାସ୍ଥ୍ୟ ବିକାଶ ସମିତିର ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲ ରେ ନେଫ୍ରୋଲୋଜି ବିଭାଗରେ ଡାଇଲିସିସି ମେସିନ୍ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ସିଟି ହସପିଟାଲରେ ଡାଇଲିସିସି ବିଭାଗ ଖୋଲିବା କୁ ଦାବୀ କରି ବ୍ରହ୍ମପୁର ସହରର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ସମଗ୍ର ଦକ୍ଷିଣାଞ୍ଚଳ ସମେତ ପୋଡଶୀ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଏବଂ ଓଡିଶା-ଆନ୍ଦ୍ର ସୀମାନ୍ତ ର ବହୁ ରୋଗୀ ଏମ୍.କେ.ସି.ଜି ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଡାଇଲିସିସ୍ ପାଇଁ ତିନୋଟି ମେସିନ ଥିବା ସତ୍ତ୍ବେ ଜଣେ ଅବସରପ୍ରାପ୍ତ ଡାକ୍ତର ଓ ଟେକନିସିଆନ୍ ପରିଚାଳନା କରୁଥିବା ଯୋଗୁଁ ରୋଗୀ କୈଣସି ପ୍ରକାର ଉପକୃତ ହେଉନଥିବା ଏବଂ ଜଣେ ରୋଗୀ ଙ୍କୁ ଏଥିପାଇଁ ଚାରି ଘଣ୍ଟା ସମୟ ଲାଗୁଥିବାରୁ ଅନେକ ହଇରାଣ ହରକତ ହେଉଥିବା ଦେଖାଯାଉଛି ।ଏଣୁ ଏହି ସ°ଖ୍ୟାକୁ ବୃଦ୍ଧି କରିବା ସହ ସହରର ନଗର ଚିକିତ୍ସାଳୟରେ ଜିଲ୍ଲାର ଏକ ପ୍ରମୁଖ ଚିକିତ୍ସାଳୟ ହୋଇଥିବାରୁ ଏଠାରେ ନୂତନ ଡାଇଲସିସ୍ ବିଭାଗ ଖୋଲାଯିବାକୁ ବିକ୍ଷୋଭ ରେ ଦାବୀ କରାଯାଇଛି। ଏ ନେଇ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ସ୍ବାସ୍ଥ ବିକାଶ ସମିତିର ଅଧ୍ୟକ୍ଷ ଙ୍କୁ ପ୍ରଦାନ କରାଯାଇଥିଲା ।
ବାଇଟ୍-ଅବନୀ କୁମାର ଗୟା(ସ°ଯୋଜକ,ମାନବ ଅଧିକାର ସୁରକ୍ଷା ମଞ୍ଚ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.