ETV Bharat / briefs

ଅନୁଭବଙ୍କ ବିରୋଧରେ ଗର୍ଜିଲା କଟକ ନଗର ବିଜେପି - OWMEN

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ତାଙ୍କର ବହିଷ୍କାର ଦାବି କରିଛି କଟକ ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 15, 2019, 3:06 PM IST

କଟକ: ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ଆଜି ଏନେଇ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗର୍ଜିଛି କଟକ ନଗର ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରାପଡା ସାଂସଦ ଥିବା ଅନୁଭବଙ୍କ କୁଶପୁତ୍ତଳିକା ଦାହ କରି ଅନୁଭବଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅନୁଭବ ଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଗର୍ଜିଲା ବିଜେପି । ଅନୁଭବ ଙ୍କ କୁଶ ପୁତଳିକା ଦାହ କରି ମହିଳା ସାମ୍ବାଦିକ ଙ୍କୁ ନ୍ୟାୟ ମିଳାବା ନିହାତି ଆବଶ୍ୟକତା ରହିଛି ବୋଲି ଦାବି କଲା ବିଜେପି।

ମହିଳା ସାମ୍ବାଦିକା ଙ୍କ ସହିତ ହୋଇଥିବା ଅସଦାଚରଣ ଏକ ଅପରାଧ । ଯାହାକୁ ପୋଲିସ ବିଭାଗ ଶୀଘ୍ର ତଦନ୍ତ କରି ଅନୁଭବ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନୁଭବ ମହାନ୍ତିଙ୍କୁ ସାଂସଦ ପଦ ରୁ ବହିସ୍କୃତ କରନ୍ତୁ ବୋଲି ଦାବି କରିଛି ବିଜେପି । Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.