ETV Bharat / briefs

ଚୀନର ଅନୁପ୍ରବେଶ: ତାଇୱାନ ସୀମାରେ ନିୟୋଜିତ କଲା 18 ଯୁଦ୍ଧ ବିମାନ - ଚୀନର ଅନୁପ୍ରବେଶ

ଚୀନ ଓ ତାଇୱାନ ମଧ୍ୟରେ ଚାଲିଥିବା ବିବାଦରେ ତାଇୱାନକୁ ଆମେରିକା ସମର୍ଥନ କରିଛି । ଏନେଇ ଚୀନ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛି । ନିଜ ଚେତାବନୀକୁ ଆହୁରୀ ଦୃଢ କରିବାକୁ ତାଇୱାନ ସୀମାରେ 18ଟି ଯୁଦ୍ଧ ବିମାନ ପଠାଇଛି ।

ତାଇୱାନ ସୀମାରେ ନିୟୋଜିତ କଲା 18 ଯୁଦ୍ଧ ବିମାନ

author img

By

Published : Sep 19, 2020, 12:36 PM IST

ନୂଆଦିଲ୍ଲୀ:ଚୀନ ଓ ତାଇୱାନ ମଧ୍ୟରେ ଚାଲିଥିବା ବିବାଦରେ ତାଇୱାନକୁ ଆମେରିକା ସମର୍ଥନ କରିଛି । ଏନେଇ ଚୀନ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛି । ନିଜ ଚେତାବନୀକୁ ଆହୁରୀ ଦୃଢ କରିବାକୁ ତାଇୱାନ ସୀମାରେ 18ଟି ଯୁଦ୍ଧ ବିମାନ ପଠାଇଛି । ଚାଇନା ପିପୁଲ୍ସ ଲିବରେସନ ଆର୍ମୀ, ତାଇୱାନରେ ଷ୍ଟେଟରେ ଯୁଦ୍ଧାଭ୍ୟାସ କରୁଛି ।

ପ୍ରକାଶଥାଉକି, ଆମେରିକାର ରାଷ୍ଟ୍ରଦୂତ କ୍ୟାଥ କ୍ରେଚ୍ ବର୍ତ୍ତମାନ ଦୁଇ ଦିନିଆ ଗସ୍ତରେ ତାଇୱାନରେ ଯାଇଛନ୍ତି। ଏହି ସମୟରେ ଚାଇନା ତାଇୱାନ ଷ୍ଟେଟରେ 18ଟି ଯୁଦ୍ଧ ବିମାନ ଉଡ଼ାଇ ନିଜର ଶକ୍ତି ପ୍ରଦର୍ଶନ କରିଛି । ଚାଇନା ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡରର 16ଟି ଯୁଦ୍ଧ ବିମାନ ଏବଂ 2ଟି ବିସ୍ଫୋରଣକାରୀ ବିମାନ ଶୁକ୍ରବାର ତାଇୱାନର ବାୟୁ ପ୍ରତିରକ୍ଷା ସୀମା ଅତିକ୍ରମ କରିଛି।

ପ୍ରକାଶଥାଉକି, ଚୀନ ଲଗାତାର ନିଦ ବିରୋଧି ଆକ୍ରାମଣାତ୍ମକ ଗତିବିଧି କାରଣରୁ ପଡୋଶୀ ଦେଶକୁ କ୍ଷତି ପହଞ୍ଚାଉଛି । ବୁଧବାର ଚୀନ୍ ଏହାର ଦୁଇଟି ଆଣ୍ଟି-ସବମରିନ୍ ଯୁଦ୍ଧ ବିମାନକୁ ପଡୋଶୀ ଦେଶର ବାୟୁସୀମାରେ ଉଡାଇଛି । ଚାଇନା ପ୍ରାୟତଃ ତାଇୱାନର ବାୟୁ ଏବଂ ଜଳ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରେ। ତାଇୱାନ ମଧ୍ୟ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଅଭିଯୋଗ କରିଛି। ଗତ ସପ୍ତାହରେ ଉଭୟ ତାଇୱାନ ଏବଂ ଚୀନ ସେମାନଙ୍କର ସାମୁଦ୍ରିକ ସୀମାରେ ସାମରିକ ଅଭ୍ୟାସ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.