ETV Bharat / briefs

ଫେରିଲା ବିଜେପୁର ବ୍ୟାଟେଲ - BJD

ପୁଣିଥରେ ରାଜନୈତିକ ପଶାପାଲିକୁ ଫେରିଛି ବିଜେପୁର ରାଜନୀତି । ଖୁବଶୀଘ୍ର ହେବ ଉପ-ନିର୍ବାଚନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 3, 2019, 9:07 PM IST

ଭୁବନେଶ୍ବର: ସରିଯାଇଛି ଦେଶରେ ସାଧାରଣ ନିର୍ବାଚନ । ଗଠନ ହୋଇସାରିଛି ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର । କିନ୍ତୁ ରାଜ୍ୟରେ ସରିନାହିଁ ରାଜନୀତି, ଥମିନାହିଁ ଚର୍ଚ୍ଚା । ପୁଣିଥରେ ରାଜନୈତିକ ବାଜିକୁ ଫେରିଛି ବିଜେପୁର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଚିଳି ବ୍ୟତିତ ବିଜେପୁରରୁ ନିର୍ବାଚନ ଲଢିଥିଲେ ଆଉ ଉଭୟ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ । ତେବେ ଗତକାଲି ବିଜେପୁର ଆସନରୁ ନବୀନ ଇସ୍ତଫା ଦେବାପରେ ଏବେ ସରଗରମ ହୋଇପଡିଛି ରାଜ୍ଯ ରାଜନୀତି । ପୁଣିଥରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ ।

ଆଉ ବିଜେଡି କହିଛି ଯେହେତୁ ଗତ ଉପ-ନିର୍ବାଚନରେ ଦଳ ବିପୁଳ ସଫଳତା ପାଇଥିଲା ଓ ଗତ ସାଧାରଣ ନିର୍ବାଚନରେ ଦଳ ସମସ୍ତ ଆସନରେ ବିଜୟୀ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ଘୋଷଣା କରିଛନ୍ତି ତେଣୁ ଦଳ ଉପ-ନିର୍ବାଚନରେ ବିଜୟୀ ହେବ । ବିଜେପି କହିଛି ବିଜେପୁରବାସୀ ପ୍ରତାରଣାର ପ୍ରତିଶୋଧ ନେବେ । ଅନ୍ୟପଟେ କଂଗ୍ରେସ କହିଛି ଦଳ ନିଜ ପରୁଣା ଆସନ ଫେରିପାଇବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.