ETV Bharat / bharat

କୋରୋନା ସାଜିଲା କାଳ: ବିବାହ ହୋମକୁଣ୍ଡ ବଦଳରେ ଜଳିଲା ବର ଜୁଇ

କାଳ ସାଜିଲା କୋରୋନା । ହୋମକୁଣ୍ଡ ବଦଳରେ ଜଳିଲା ଜୁଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକ ଚିକ୍କାମାଗାଲୁରୁ ଜିଲ୍ଲା କୋପା ତାଲୁକର ଦେବରାକୋଡିଗେ ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Apr 29, 2021, 2:53 PM IST

କୋରୋନା ସାଜିଲା କାଳ: ପାଲିଙ୍କି ବଦଳରେ ଉଠିଲା କୋକେଇ

ବେଙ୍ଗାଲୁରୁ: କାଳ ସାଜିଲା କୋରୋନା । ମୁଣ୍ଡରେ ମୁକୁଟ ପିନ୍ଧିବା ପୂର୍ବରୁ ଜଳିଲା ଜୁଇ । ଆଜି ପାଲିଙ୍କି ଚଢି ଯୁବକ ଜଣକ ବାହା ହେବାକୁ ଯାଇଥାନ୍ତେ । ହେଲେ ଦଇବ ସାଜିଲା ଦାଉ । ପାଲିଙ୍କି ବଦଳରେ ଘରୁ ଉଠିଲା କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କର୍ଣ୍ଣାଟକ ଚିକ୍କାମାଗାଲୁରୁ ଜିଲ୍ଲା କୋପା ତାଲୁକର ଦେବରାକୋଡିଗେ ଗ୍ରାମରେ ।

32 ବର୍ଷୀୟ ପୃଥ୍ବୀରାଜ ବିବାହର ଦଶ ଦିନ ପୂର୍ବରୁ ବାଙ୍ଗାଲୋରରୁ ଦେବରାକୋଡିଗେ ଗାଁରେ ପହଞ୍ଚିଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ କୋରୋନା ପାଇଁ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା । ତେଣୁ ତାଙ୍କୁ ଶିବାମୋଗାର ମେଗାନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ବାହାଘର ଦିନ ହିଁ ଆଖି ବୁଜିଲେ ପୃଥ୍ବୀରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.