ETV Bharat / bharat

ସୀମାରେ ନିୟୋଜିତ ସୈନ୍ୟଙ୍କ ପାଇଁ ୩୦ ହଜାର ରାକ୍ଷୀ ପଠାଇବେ ସ୍କୁଲ ଛାତ୍ରୀ - ରାକ୍ଷୀ ପୂର୍ଣ୍ଣମା

ସୀମାରେ ଦେଶସେବା କାର୍ଯ୍ୟରେ ନିୟୋଜିତ ଥିବା ସୈନିକଙ୍କ ପାଇଁ ୩୦ ହଜାର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଗୁଜୁରାଟର ଭଦୋରିଆ ଜିଲ୍ଲାର ଏକ ସ୍କୁଲର ଛାତ୍ରୀ ମାନେ । ଅଧିକ ପଢନ୍ତୁ...

ସୀମାରେ ନିଯୋଜିତ  ସୈନ୍ୟଙ୍କ ପାଇଁ ୩୦ ହଜାର ରାକ୍ଷୀ ପଠାଇବେ ସ୍କୁଲ ଛାତ୍ରୀ

author img

By

Published : Aug 13, 2021, 12:17 PM IST

ଗାନ୍ଧୀନଗର: ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣମା । ଏନେଇ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବଜାରରେ ଜମୁଛି ଭଉଣୀମାନଙ୍କ ଭିଡ। ସେହିପରି ବର୍ଡରରେ ଦେଶର ସେବା କାର୍ଯ୍ୟରେ ନିୟୋଜିତ ଥିବା ସୈନିକଙ୍କ ପାଇଁ ୩୦ ହଜାର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଗୁଜୁରାଟର ଭଦୋରିଆ ଜିଲ୍ଲାର ଏକ ସ୍କୁଲର ଛାତ୍ରୀ ମାନେ । ଏହି ରାକ୍ଷୀ ଗୁଡିକ କାର୍ଗିଲ, ସିଆଚିନ୍, ଗଲୱାନ୍ ଏବଂ ଚୀନ୍ ସୀମାରେ ଥିବା ସୈନ୍ୟଙ୍କ ନିକଟକୁ ପଠାଯିବ ବୋଲି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି।

ଏହି ମହତ କାମ କରୁଥିବା ସ୍କୁଲର ଜଣେ ଛାତ୍ରୀ କହିଛନ୍ତି ପ୍ରତିବର୍ଷ ଆମେ ରାକ୍ଷୀ ପଠାଉ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁ । ଏହି ରାକ୍ଷୀ ସୀମାରେ ନିୟୋଜିତ ହୋଇଥିବା ସୈନିକଙ୍କ ମନୋବଳ ବଢାଇବାରେ ସହାୟ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.