ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ବିଜେପି ନେତା ଅନୱର ଖାନ

author img

By

Published : Apr 1, 2021, 12:44 PM IST

Updated : Apr 1, 2021, 1:31 PM IST

ଜମ୍ମୁକାଶ୍ମୀରର ନୌଗାମ ଆରିବାଗ ଅଞ୍ଚଳରେ ବିଜେପି ନେତା ଅନୱର ଖାନଙ୍କ ବାସଭବନରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

unknown militants fired guard residence of bjp leader
ଜମ୍ମୁକାଶ୍ମୀର ବିଜେପି ନେତାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ

ଶ୍ରୀନଗର: କାଶ୍ମୀରରେ ପୁଣି ବିଜେପି ନେତାଙ୍କୁ ଆତଙ୍କବାଦୀ ଆକ୍ରମଣ । ଜମ୍ମୁକାଶ୍ମୀରରେ ଦିନକୁ ଦିନ ରାଜନୈତିକ ନେତାଙ୍କୁ ଆକ୍ରମଣ ବୃ୍ଦ୍ଧି ପାଉଛି । ତୁରନ୍ତ ଘଟଣା ସ୍ଥଳରେ ସେନା ପହଞ୍ଚି କର୍ଡନ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି ।

ଆତଙ୍କୀଙ୍କ ଟାର୍ଗେଟରେ ବିଜେପି ନେତା ଅନୱର ଖାନ

ଜମ୍ମୁକାଶ୍ମୀରର ନୌଗାମ ଆରିବାଗ ଅଞ୍ଚଳରେ ବିଜେପି ନେତା ଅନୱର ଖାନଙ୍କୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଛନ୍ତି । ଆଜି ସକାଳେ ବିଜେପି ନେତା ଅନୱର ଖାନଙ୍କ ବାସଭବନରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ତୁରନ୍ତ ସେମାନଙ୍କୁ ଶ୍ରୀନଗର ସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିଛି ତାହା ଜଣାପଡିନାହିଁ ।

ସୂଚନାଥାଉକି ଗତ କିଛି ଦିନ ତଳେ ଜମ୍ମୁକାଶ୍ମୀରରେ ଡିଡିସି ନିର୍ବାଚନରେ ବିଜୟ ଲାଭ କରିଥିବା ବିଜେପି ନେତା ଓ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଘାଟିରେ ଦିନକୁ ଦିନ ରାଜନୈତିକ ଗତିବିଧି ବଢୁଥିବାରୁ ଆତଙ୍କବାଦୀଙ୍କ ଛନକା ପଶିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 1, 2021, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.