କିବ: ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ସର୍ବବୃହତ କାର୍ଗୋ ବିମାନ ଆଣ୍ଟୋନୋଭ-225 ମ୍ରିୟାକୁ ଧ୍ବଂସ କରିଛି ରୁଷୀୟ ସେନା । କିମ୍ବଦନ୍ତୀ ବିମାନ ମରିୟା କ୍ୟୁଏଭ ନିକଟସ୍ଥ ହୋଷ୍ଟୋମେଲର ଆଣ୍ଟୋନୋଭ ଏୟାରଫିଲ୍ଡରେ ରଖାଯାଇଥିବାବେଳେ ଋଷ ଏହା ଉପରେ ବୋମାମାଡ କରି ଏହାକୁ ଧ୍ବଂସ କରିଦେଇଥିବା ୟୁୁକ୍ରେନ ପକ୍ଷରୁ ସୂଚନା ମିଳିଛି ।
-
The biggest plane in the world "Mriya" (The Dream) was destroyed by Russian occupants on an airfield near Kyiv. We will rebuild the plane. We will fulfill our dream of a strong, free, and democratic Ukraine. pic.twitter.com/Gy6DN8E1VR
— Ukraine / Україна (@Ukraine) February 27, 2022 " class="align-text-top noRightClick twitterSection" data="
">The biggest plane in the world "Mriya" (The Dream) was destroyed by Russian occupants on an airfield near Kyiv. We will rebuild the plane. We will fulfill our dream of a strong, free, and democratic Ukraine. pic.twitter.com/Gy6DN8E1VR
— Ukraine / Україна (@Ukraine) February 27, 2022The biggest plane in the world "Mriya" (The Dream) was destroyed by Russian occupants on an airfield near Kyiv. We will rebuild the plane. We will fulfill our dream of a strong, free, and democratic Ukraine. pic.twitter.com/Gy6DN8E1VR
— Ukraine / Україна (@Ukraine) February 27, 2022
ବିଶ୍ବର ସବୁଠୁ ବୃହତ ବିମାନ ଭାବେ ରେକର୍ଡ କରିଥିଲା ଆଣ୍ଟୋନୋଭ-225 ମ୍ରିୟା । ତେବେ ଋଷ ସେନା ୟୁକ୍ରେନରେ ଆକ୍ରମଣ ଜାରି ରଖିଥିବାବେଳେ ଅନେକ ବିମାନ ଘାଟି ଉପରେ ଆକାଶମାର୍ଗରୁ ମିସାଇଲ ଓ ବୋମା ମାଡ କରିଛି । ଆଜିର ଏହି ଆକ୍ରମଣରେ ୟୁକ୍ରେନ ନିର୍ମିତ ଏହି ସର୍ବବୃହତ ବିମାନ ଧ୍ବଂସ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ