ETV Bharat / bharat

Pulwama Encounter: 3 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି - ପୁଲଓ୍ବାମାରେ 2 ଆତଙ୍କୀ ନିପାତ

ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ । 3 ଜଣ ଆତଙ୍କୀ ନିପାତ ହୋଇଥିବାବେଳେ ଏବେବି ଜାରି ରହିଛି ଗୁଳି ବିନିମୟ । ଅଧିକ ପଢନ୍ତୁ

Encounter started in Pulwama: 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି+
Encounter started in Pulwama: 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରିEncounter: 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି
author img

By

Published : Apr 24, 2022, 5:52 PM IST

Updated : Apr 24, 2022, 10:45 PM IST

ଶ୍ରୀନଗର: ଗତକାଲିର ଏନକାଉଣ୍ଟରକୁ ୨୪ ଘଣ୍ଟା ନପୂରୁଣୁ ପୁଣି ପୁଲଓ୍ବାମାରେ ଆରମ୍ଭ ହୋଇଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 3 ଜଣ ଆତଙ୍କୀଙ୍କୁ ସଫା କରିବାରେ ସେନା ସଫଳ ହୋଇଥିବା ସୂଚନା ମିଳିଛି । ଏବେ ମଧ୍ଯ ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି ।

ଗତକାଲି ସନ୍ଧ୍ୟାରେ ମଧ୍ୟ ଏନକାଉଣ୍ଟରରେ ଦୁଇ ଜୈସ-ଏ-ମହମ୍ମଦ ଆତଙ୍କୀଙ୍କୁ ସଫା କରିବାରେ ସେନା ସଫଳ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ପୁଣି ଏନକାଉଣ୍ଟର ଆରମ୍ଭ ହୋଇଛି । ଆଉ କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ଘଟଣାସ୍ଥଳକୁ କର୍ଡନ କରି ଅପରେସନ ଜାରି ରଖିଛି ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2022, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.