ETV Bharat / bharat

ମଧ୍ୟପ୍ରଦେଶରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ

author img

By

Published : Dec 12, 2020, 11:52 AM IST

Updated : Dec 12, 2020, 12:46 PM IST

ମଧ୍ୟପ୍ରେଦଶର ବାଲାଘାଟ ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ 2 ନକ୍ସଲ ନିହତ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ ଏନକାଉଣ୍ଟର
ମଧ୍ୟପ୍ରଦେଶରେ ଏନକାଉଣ୍ଟର

ଭୋପାଳ: ମଧ୍ୟପ୍ରେଦଶର ବାଲାଘାଟ ଜିଲ୍ଲାରେ ପୋଲିସ ନକ୍ସଲ ଗୁଳିବିନିମୟ ହୋଇଛି । କିର୍ଣ୍ଣାପୁର ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଛି । ଏଥିରେ 2 ଜଣ ନକ୍ସଲ ନିହତ ହୋଇଛନ୍ତି ।

ନିହତ ହୋଇଥିବା ଦୁଇ ନକ୍ସଲ ମହିଳା ବୋଲି ସୂଚନା ମିଳିଛି । ମଧ୍ୟପ୍ରଦେଶର କିର୍ଣ୍ଣାପୁର ଥାନା ବୋରେଭାନ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା । ତେବେ 24 ଘଣ୍ଟାରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ନକ୍ସଲ ଅପରେସନର ଏଡିଜି ଜିପି ସିଂହ ସୂଚନା ଦେଇଛନ୍ତି ।

ନିହତ ହୋଇଥିବା ଦୁଇ ନକ୍ସଲ ହେଲେ ସାବିତ୍ରୀ ଓ ଶୋଭା । ସାବିତ୍ରୀ ଡାରେକସର ସଦସ୍ୟ ହୋଇଥିବାବେଳେ ଶୋଭା ମାଲାଜଖଣ୍ଡ ଡାଲାମ୍ସର ସଦସ୍ୟ ବୋଲି ଜଣାପଡିଛନ୍ତି । ଦୁଇ ଜଣଯାକ ପୋଲିସ ଲିଷ୍ଟରେ ଥିବାର ଏଡିଜି କହିଛନ୍ତି ।

ତେବେ ଜଣେ ରାତି 12.30ରେ ଓ ଅନ୍ୟଜଣେ ଏନକାଉଣ୍ଟରରେ ଆହତ ହୋଇଥିବାବେଳେ 45 ମିନିଟ ପରେ ତାର ମୃତଦେହ ମିଳିଥିବା ସେ କହିଛନ୍ତି । ପୂର୍ବରୁ ଜଣେ 25 ବର୍ଷୀୟ ମହିଳା ମାଓବାଦୀଙ୍କୁ ମଧ୍ୟ ପୋଲିସ ଏନକାଉଣ୍ଟର କରିଥିଲା । ତେବେ ତାଙ୍କ ମୁଣ୍ଡରେ 8 ଲକ୍ଷ ଟଙ୍କା ଥିଲା ।

Last Updated : Dec 12, 2020, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.