ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 31, 2022, 9:09 PM IST

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM
ବର୍ତ୍ତମାନର ବଡ଼ ଖବର

1.ଗଣେଶ ପୂଜାରେ ଅଘଟଣ, ରାଜଧାନୀରେ ଗୋଟିଏ ଦିନରେ ଗଡ଼ିଲା ୨ଟି ମୁଣ୍ଡ

ଗଣେଶ ପୂଜାରେ ରାଜଧାନୀରେ ଗଡ଼ିଲା ଦୁଇଟି ମୁଣ୍ଡ । ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ନିର୍ମମ ହତ୍ୟା

2.ଦିଲ୍ଲୀରେ ନବୀନ, ଇନଭେଷ୍ଟର୍ସ ମିଟରେ 16 ରାଷ୍ଟ୍ରଦୂତଙ୍କ ସହ କରିବେ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ 16 ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ

3.ତାଲିବାନ ପାଳୁଛି ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ

କ୍ଷମତା ହାତେଇବାର ଏକବର୍ଷ ପୂର୍ତ୍ତି ପାଳନ କରୁଛି ତାଲିବାନ (Taliban rules completes one year )। ବର୍ଷେ ତଳେ ଆଜିର ଦିନରେ ଶେଷ ହୋଇଥଲା ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ।

4.Congress President Election: କିଏ ହେବେ କଂଗ୍ରେସର କମାଣ୍ଡର-ଇନ୍-ଚିଫ୍, ଗାନ୍ଧୀ ପରିବାର ନା ଅଣଗାନ୍ଧୀ ସଦସ୍ୟ

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ଆରମ୍ଭ । ଖୋଜା ପଡ଼ିଛି ଜାତୀୟ କଂଗ୍ରେସର କିଏ ହେବେ କ୍ୟାପଟେନ୍ । ସୋନିଆ ଓ ରାହୁଲଙ୍କ ନେତୃତ୍ବ ଫେଲ୍‌ ମାରିବା ପରେ ସୃଷ୍ଟି ହୋଇଛି ଏକ ବଡ଼ ଶୂନ୍ୟସ୍ଥାନ

5.ପ୍ରାକ୍ଟିକାଲରେ ମାର୍କ କମିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

ପ୍ରାକ୍ଟିକାଲ ପରୀକ୍ଷାରେ ଆସିଲା କମ ମାର୍କ । ଶିକ୍ଷକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଲେ ଛାତ୍ର (jharkhand students tie teachers) । ଝାଡଖଣ୍ଡରେ ଘଟିଛି ଏପରି ଘଟଣା

6.ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଝାରସୁଗୁଡା

ରାତି ପାହିଲେ ପଶ୍ଚିମ ଓଡ଼ିଶା ପାଳିବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡ଼ା । ନୂଆଁଖାଇ ପର୍ବ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

8.ଖୁବଶୀଘ୍ର ନୌସେନାରେ ସାମିଲ ହେବ INS Vikrant, ଦେଖନ୍ତୁ ଭିଡିଓ

ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନବାହକ INS Vikrant

9.Asia Cup 2022 : ଟସ ଜିତିଲା ହଂକଂ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଏସିଆ କପ୍‌ ୨୦୨୨ ଗ୍ରୁପ ଏ'ରେ ଭାରତ ଖେଳୁଛି ଦ୍ବିତୀୟ ମ୍ୟାଚ୍‌ । ଭାରତ ବିପକ୍ଷ ମ୍ୟାଚ୍‌ରେ ହଂକଂ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

10.ଚକଦା ଏକ୍ସପ୍ରେସକୁ ଏମିତି କହିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ଝୁଲଣ ଗୋସ୍ବାମୀଙ୍କ ଆତ୍ମ ଜୀବନୀକୁ ନେଇ ଅନୁଷ୍କା ଶର୍ମାଙ୍କର 'ଚକଦା ଏକ୍ସପ୍ରେସ' ଆସୁଛି । ଏନେଇ ଅନୁଷ୍କା ଶର୍ମା କହିଛନ୍ତି ତାଙ୍କର ଆସୁଥିବା 'ଚକଦା ଏକ୍ସପ୍ରେସ' ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର ଅଟେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.