ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS
author img

By

Published : Jan 14, 2021, 9:01 PM IST

1.ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ, ଫେବୃଆରୀ ପହିଲାରେ ସାଧାରଣ ବଜେଟ

ଘୋଷଣା ହୋଇଛି ସଂସଦ ବଜେଟ ଅଧିବେଶନର ତାରିଖ । ଫେବୃଆରୀ ପହିଲାରେ ଆର୍ଥିକ ବର୍ଷ 2021-22 ପାଇଁ ସଂସଦର ସାଧାରଣ ବଜେଟ ଆଗତ ହେବ ।

2. କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ: ଜୟନାରାୟଣ ମିଶ୍ର

କଳାହାଣ୍ଡିରେ ମୁୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାଶକୁ ବିଜେପି ବିଧାୟକଙ୍କ କଟାକ୍ଷ । ବାସ୍ତବତା ପରଖିନାହାନ୍ତି ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ଠକୁଛନ୍ତି ସେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

3. ରାଜ୍ୟରେ ସୁସ୍ଥ ହେଲେ 210 କୋରୋନା ଆକ୍ରାନ୍ତ

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 210 । ଏହାସହ ରାଜ୍ୟରେ ମୋଟ 3 ଲକ୍ଷ 28 ହଜାର 832 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

4. ଜିଲ୍ଲାରେ ଗଠନ ହେବ କୃଷି ଉତ୍ପାଦକ ସଙ୍ଘ

ରାୟଗଡା ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସାମ୍ଭାବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି କୃଷକ ଉତ୍ପାଦକ ସଙ୍ଘ ଗଠନ କରାଯିବା ନିମନ୍ତେ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମନିଟରିଂ କମିଟି ବୈଠକ ବସିଛି ।

5. ଆସନ୍ତା 16 ଯାଏଁ ଜାରି ରହିବ ପ୍ରବଳ ଶୀତ

ପ୍ରବଳ ଶୀତ ନେଇ ଦୁଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର ।

6. ଗୁଗଲରେ ପ୍ରଦୀପ୍ତ ନାୟକଙ୍କୁ ଖୋଜିଲେ ଆସୁଛି ଅଶାଳୀନ ଭାଷା

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଗୁଗଲରେ ସର୍ଚ୍ଚ କଲେ ଆସୁଛି ଅଶାଳୀନ ଭାଷା ।

7. ସରକାରୀ ପଇସାରେ ରାଜନୈତିକ ବିସ୍ତାର କରୁଛି ବିଜେଡି; ପ୍ରଦୀପ୍ତ ନାୟକ

ଆଜି ପ୍ରଥମ କରି କୋରୋନା ମହାମାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦାକୁ ବାହାରିଛନ୍ତି । ନିଜ ଦଳର ପ୍ରଚାର ବିଡ଼ିଓଙ୍କ ଜରିଆରେ କରାଯାଉଛି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି।

8. ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳାଙ୍କୁ ଦ୍ବୈତ ସ୍ବାର୍ଥ ନୋଟିସ

ବିସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳାଙ୍କ ନାମରେ ଆସିଛି ଦ୍ବୈତ ସ୍ବାର୍ଥ ଅଭିଯୋଗ ।

9. ପ୍ରତ୍ୟକ୍ଷ ଶୁଣାଣି ପୁନଃ ଆରମ୍ଭ ପାଇଁ ମୁଖ୍ୟ ବିଚାରପତିଙ୍କୁ 500 ଓକିଲଙ୍କ ଚିଠି

ସୁପ୍ରିମକୋର୍ଟରେ ପୁଣି ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ କରିବା ପାଇଁ ମୁଖ୍ୟ ବିଚାରପତି ବୋବଡେଙ୍କୁ 500 ଜଣ ଓକିଲ ଚିଠି ଲେଖିଛନ୍ତି ।

10. ମକର ସଂକ୍ରାନ୍ତି: ଗୁଜୁରାଟରେ ଗୁଡି ଉଡାଇଲେ ଗୃହମନ୍ତ୍ରୀ ଶାହ

ଗୁଜୁରାଟରେ ଉତ୍ତରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅହମ୍ମଦାବାଦରେ ଛାତ ଉପରେ ଗୁଡି ଉଡାଉଥିବାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.