ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 25, 2022, 9:03 AM IST

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS

1.ପୁଣି ଥରେ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଖୋଲିବ ଅର୍ଚ୍ଚନାର ଗୁମର

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରଜ୍ୟ ଓ ଅର୍ଥ କାରବାରର ଗୁମର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

2.ବିଧାୟକଙ୍କ ଭାଇଙ୍କୁ ୧୨ଘଣ୍ଟା ଜେରା, କହିଲେ ଅର୍ଚ୍ଚନା ସହ ହୋଇଥିଲା କାରବାର

ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା ନାଗ ମାମଲାରେ ଢେଙ୍କାନାଳ ବିଧାୟକଙ୍କ ଭାଇଙ୍କୁ 12 ଘଣ୍ଟା ଜେରା କରିଲା ଇଡି ।

3.ବୟସ୍କ ପିତାମାତାଙ୍କୁ ହଇରାଣ କରିପାରିବେ ନାହିଁ ପୁଅବୋହୂ: ହାଇକୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ବୟସ୍କ ପିତାମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅବୋହୂ ବା ଝିଅ ।

4.ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ନିଶ୍ଚିତ ଶାସ୍ତି ମିଳିବ: ଅମିତ ଶାହ

ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ (Shraddha Walkar murder case) ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

5.ବିଜେପି କର୍ମୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର, କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ବିଜେପି କର୍ମୀଙ୍କୁ କନିଷି ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି ।

6.ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା: ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲା ପୋଲିସ

ପଞ୍ଜାବରେ ଯୁବକଙ୍କୁ ଗଣଦୁଷ୍କର୍ମ ଘଟଣା । ସେମିତି କିଛି ମାମଲା ସାମ୍ନାକୁ ଆସିନି କହିଲେ ଜଳନ୍ଧର ଡିସିପି ।

7.୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ

ଗତ ୧୦ ବର୍ଷରେ ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୧୩୦ ଯନ୍ତ୍ରୀ ଛନ୍ଦି ହୋଇଛନ୍ତି । ଗୃହରେ ସୂଚନା ଦେଲେ ମନ୍ତ୍ରୀ ଟୁକୁନି ସାହୁ ।

8.TMC ନେତାଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ନୋଡାଠାରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ ।

9.IND vs NZ 1st ODI: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ ।

10.ସାଉଥ୍ ଫିଲ୍ମ ସୁପରଷ୍ଟାର କମଲ ହାସନ ଅସୁସ୍ଥ

ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର କମଲ ହାସନ(Kamal Haasan hospitalized due to ill health) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.