ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୯ ପିଏମ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 11, 2022, 8:59 PM IST

1.Weather Update: ଆଗାମୀ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ତାତିରୁ ମିଳିବ ତ୍ରାହି । ଆଗାମୀ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

2.ଅଣସରବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ, ଚିତ୍ରକର ସେବାୟତଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିଲାଗି ଚିତ୍ରକର ସେବାୟତଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

3.Presidential Election: ବିରୋଧୀଙ୍କୁ ଏକାଠି କରିବାକୁ ମମତାଙ୍କ ସଜବାଜ, ନବୀନ ସମେତ 22 ଅଣ ବିଜେପି ନେତାଙ୍କୁ ଲେଖିଲେ ଚିଠି

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ବିରୋଧୀ ଆଭିଯାନ ଆରମ୍ଭ କଲେ ମମତା । 15 ଜୁନରେ ବାମ ଦଳ ସମେତ 22 ଅଣ ବିଜେପି ଦଳମୁଖ୍ୟଙ୍କୁ ବୈଠକ ପାଇଁ ଦିଲ୍ଲୀକୁ କଲେ ନିମନ୍ତ୍ରଣ । ତାଲିକାରେ ଅଛନ୍ତି ନବୀନ, ନାହାନ୍ତି ଜଗନ ।

4.ପୁଲଓ୍ୱାମାରେ ଏନକାଉଣ୍ଟର ଆରମ୍ଭ

ପୁଲଓ୍ବାମାର ଦ୍ରାବଗାମ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ।

5.ଗୁଣପୁର ଠାକୁରାଣୀ ମନ୍ଦିରରୁ ଲୁଟ: ୨ ମାସରେ ଦ୍ବିତୀୟ ଥର ଚୋରି ଅଭିଯୋଗ, ପୋଲିସର ହାତ ଖାଲି

ଗୁଣପୁର ଠାକୁରାଣୀ ମନ୍ଦିରରୁ ପୁଣିଥରେ ଚୋରି । ପ୍ରଥମ ଚୋରି ଘଟଣାକୁ ୨ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି । ମା'ଙ୍କର ରୂପାର ପାଦ ସହିତ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କଲେ ମନ୍ଦିର ପୂଜକ ।

6.ହଜ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ

ଦୁଇ ବର୍ଷ ପରେ ରାଜ୍ୟରୁ 388 ଜଣ ସଂଖ୍ୟାଲଘୁ ଶ୍ରଦ୍ଧାଳୁ ହଜ୍ ଯାତ୍ରାରେ ଯିବେ । ଏନେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

7.ଲୁଡୁ ଖେଳ ହେଲା କାଳ: ପୁଅକୁ ପିଟିପିଟି ହତ୍ୟା କଲା ବାପା

ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ମାେବାଇଲରେ ଲୁଡୁ ଖେଳକୁ ନେଇ ଜଣେ ବାପା ତା ସନ୍ତାନକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେଇ ପଚରାଉଚୁରା କରିବା ପରେ ଦୋଷୀ ନିଜ ଦୋଷ ମାନିଛି ।

8.ଭିଡିଓରେ ନୁପୂର ଶର୍ମାଙ୍କ ମୁଣ୍ଡକାଟ ଧମକ ଘଟଣା: ୟୁଟ୍ଯୁବରଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ମାଗିଥିଲେ କ୍ଷମା

ଭିଡିଓରେ ନୁପୂର ଶର୍ମାଙ୍କ ମୁଣ୍ଡକାଟ ଧମକ ଘଟଣାରେ ବନ୍ଧା ହେଲେ କାଶ୍ମୀର ୟୁଟ୍ୟୁବର । କିଛି ସମୟ ପୂର୍ବରୁ ଭିଡିଓ ଡିଲିଟ କରିବା ସହ ମାଗିଥିଲେ କ୍ଷମା ।

9.ବଲିଉଡ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

ଦକ୍ଷିଣ ଭାରତର ଲୋକପ୍ରିୟ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ ।

10.Ind Vs SA T-20: କେମିତି ରହିବ ବାରବାଟୀରେ ପାଗ ଏବଂ ପିଚ୍

ରାତିପାହିଲେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ T-20 ମ୍ୟାଚ । କିପରି ରହିବ ବାରବାଟୀରେ ପାଗ, ପିଚ ସ୍ଥିତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.