୧. ଓଡିଆ IFS ବିନୟ ଶ୍ରୀକାନ୍ତ ପ୍ରଧାନ ହେବେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ
ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ।
୨. ମହାମାରୀ ସତ୍ତ୍ବେ ବୃଦ୍ଧି ପାଇଛି ରାଜସ୍ବ ଆଦାୟ
୩. 5.3 ତୀବ୍ରତା ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର
ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର। ରିକ୍ଟର ସ୍କେଲରେ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।
୪. ମହାପ୍ରଭୁଙ୍କ ସୁନାବେଶ ଦେଖି, ଲାଖିଯାଏ ଭକତର ଆଖି
୫. ସୁନ୍ଦରୀ କରୁଛି ଫେକ ରିକ୍ରୁଟମେଣ୍ଟ, ଏୟାରପୋର୍ଟରୁ ଧରାପଡିଲା ଗ୍ୟାଙ୍ଗ
୬. ସ୍ୟାଣ୍ଡ ଆନିମେସନରେ ସୁନାବେଶ
୭. ଚହରଙ୍କ ଚମତ୍କାର ପ୍ରଦର୍ଶନ, ୨-୦ରେ ଭାରତର ସିରିଜ ସିଲ
୮. ଫିଟୁଛି ଗୁମର, ଏମିତି ଥିଲା କୁନ୍ଦ୍ରାଙ୍କ Pornography କେଳେଙ୍କାରୀର କଳାଫର୍ଦ୍ଦ..
୯. ଛେରା ପହଁରାରେ 50 ବର୍ଷ, ଜଗାର ଆଦ୍ୟ ସେବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
୧୦. ଝିଅକୁ ମନେପକାଇ ସଂସଦରେ ‘ଥାଳି ତାଳି’ର ମହତ୍ବ ବୁଝାଇଲେ ମାଣ୍ଡବ୍ୟ