ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 17, 2022, 9:00 PM IST

1.Vice President poll: NDA ପ୍ରାର୍ଥୀଙ୍କୁ ସମର୍ଥନ କରିବ BJD

ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ NDA ପ୍ରାର୍ଥୀଙ୍କୁ ସମର୍ଥନ ଧାରା ବଜାୟ ରଖିଲା ବିଜେଡି । NDA ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜୁ ଜନତା ଦଳ । ପୂର୍ବରୁ ମଧ୍ୟ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିସାରିଛି ଦଳ ।

2.Presidential Poll: ସୋମବାର ନାମାଙ୍କନ ଭରିବେ NDA ପ୍ରାର୍ଥୀ ଜଗଦ୍ବୀପ ଧନଖର

ଆସନ୍ତାକାଲି ନାମାଙ୍କନ ଭରିବେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦ୍ବୀପ ଧନଖର । ମଧ୍ୟାହ୍ନରେ ବରିଷ୍ଠ ଏନଡିଏ ନେତାଙ୍କ ଗହଣରେ ଭରିବେ ନାମାଙ୍କନ । ଗତକାଲି ସଂଧ୍ୟାରେ ଧନଖରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ।

3.ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଢେଙ୍କାନାଳର ଶୈବପୀଠକୁ କାଉଡିଆଙ୍କୁ ମନା

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଢେଙ୍କାନାଳର ଶୈବପୀଠକୁ କାଉଡ଼ିଆଙ୍କୁ ମନା ।

4.ଭାରତୀୟ ଅର୍ଥନୀତି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, 3 ଚାଇନିଜ ଠକଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର

ବେଆଇନ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି । ଭାରତରେ ଅପରେଟ ହେଉଥିବା ବେଆଇନ୍‌ ଲୋନ ଆପ୍‌ ପଛରେ ସାମ୍ନାକୁ ଆସିଛି ଚାଇନିଜ୍‌ ଲିଙ୍କ୍‌ ।

5.ରାଷ୍ଟ୍ରପତି ନିର୍ବାଚନରେ ଶାସକ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବା ଶିବସେନା, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ଦେବ ସମର୍ଥନ । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସୂଚନା ।

6.ଗୋପବନ୍ଧୁ ଛକ ରିଲାଏନ୍ସ ଷ୍ଟୋର୍‌କୁ ସିଲ୍‌ କଲା BMC

ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛି BMC । ଅପରିଷ୍କାର ପରିବେଶ ଯୋଗୁଁ ଗୋପବନ୍ଧ ଛକ ସ୍ଥିତ ରିଲାଏନ୍ସ ଷ୍ଟୋରକୁ କରିଛି ସିଲ୍‌ ।

7.ମୋଟରସାଇକେଲ ଚୋରି ରାକେଟର 2 ଅଭିଯୁକ୍ତ ଗିରଫ

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ବାଇକ ଚୋରି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ 10ଟି ମୋଟରସାଇକେଲ ସମେତ ରାକେଟର 2 ଜଣ ଅଭିଯୁକ୍ତ ଗିରଫ ହୋଇଛି ।

8.ଚୁଡ଼ା ମୁଢି ଓ ଖଇ ଉପରେ GST ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର ଦାବି କଲା କଂଗ୍ରେସ

ଚୁଡ଼ା, ମୂଢି, ଖଇ ଓ ଳିଆ ଉପରେ ଜିଏସଟି ଲାଗୁକୁ ବିରୋଧ କରିଛି କଂଗ୍ରେସ । ଏହା ବିଶେଷ ଭାବେ ଓଡିଶାରେ ଆଦିବାସୀ ଜନଶାଧାରଣଙ୍କୁ ଅଧିକ ପର୍ଭାବିତ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

9.ନାଳରୁ ଯୁବକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର ଜିଲ୍ଲା ଵନ୍ଦାଳ ଗ୍ରାମ ନିକଟସ୍ଥ ଏକ ନାଳରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ ।

10.India vs England 3rd ODI : ଭାରତ ଆଗରେ ୨୬୦ ରନ୍‌ ଟାର୍ଗେଟ, ହାର୍ଦ୍ଦିକଙ୍କୁ ୪ ୱିକେଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି (ରବିବାର) ମାଞ୍ଚେଷ୍ଟରରେ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 259 ରନ କରି 10 ୱିକେଟ ହରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.