୧.ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ବରଗଡ ଖଲିଆପାଲି ସେବାଶ୍ରମ ସ୍କୁଲରେ ଅଘଟଣ l ମଧ୍ୟାହ୍ନଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ।
୨.Elephant Death: ହାତୀ ମୃତ୍ୟୁରେ ଫରେଷ୍ଟରଙ୍କ ସମ୍ପୃକ୍ତି, ପ୍ରତିକ୍ରିୟା ରଖିଲେ PCCF
୩.ବିଜୁ ସେତୁ ଭୁଶୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ କାରଣ ଦର୍ଶାଅ ନୋଟିସ
୪.ବିଏମସିର ଅନ୍ତର୍ବିଭାଗୀୟ ବୈଠକ, ସମନ୍ବୟ ରଖି କାର୍ଯ୍ୟ କରିବାକୁ କହିଲେ କମିଶନର
୫.ଭୁବନେଶ୍ବର ମା ତାରିଣୀ ବସ୍ତ୍ରାଳୟରେ ଜିଏସଟି ରେଡ୍
ଭୁବନେଶ୍ବରରେ ଥିବା ମା ତାରିଣୀ ବସ୍ତ୍ରାଳୟରେ ଜିଏସଟି ରେଡ୍ ।
୬.ଦିନ ଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା: ନୂପୁର ଶର୍ମାଙ୍କ ସପକ୍ଷରେ କରିଥିଲେ ପୋଷ୍ଟ
୭.Udaipur Murder: ଭିଡିଓ ସେୟାର କରିଥିଲେ, ଧରା ପଡ଼ିଲେ ଅଭିଯୁକ୍ତ
୮.Maha Political Crisis: ଉଦ୍ଧବଙ୍କ ଶେଷ ପ୍ରୟାସ, ବାଗୀ ବିଧାୟକଙ୍କୁ ଭାବୁକ ଅପିଲ୍
୯.ପରିଣତ ବୟସରେ ଜେଜେ ମାଆଙ୍କ ଷ୍ଟଣ୍ଟ୍, ହରିଦ୍ବାରରେ ଗଙ୍ଗାକୁ ଡେଇଁ ପଡ଼ିଲେ
୧୦.ଅଲମ୍ପିକ୍ ପଦକ ବିଜେତା ବରିନ୍ଦର ସିଂହଙ୍କ ପରଲୋକ