ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 19, 2022, 9:01 PM IST

1.କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସବରେଜିଷ୍ଟର ଅଫିସ୍‌ ଯାଇନଥିଲି: ବିଜୟ ଶଙ୍କର

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପରେ ଆଜି(ରବିବାର) ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ତିର୍ତ୍ତୋଲ ବିଧାୟକ । ପ୍ରେମିକା ସୋମାଲିକାଙ୍କ ସହ ବିବାହ ପାଇଁ ରାଜି ଥିବାବେଳେ କଣ ପାଇଁ ତାଙ୍କ ନାମରେ ଏତଲା ଦିଆଗଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ।

2.ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ ମାମଲା: କଦର୍ଯ୍ୟ ଘଟଣା କହିଲେ ପୃଥ୍ବୀରାଜ

ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ ମାମଲା । ଏହି ଘଟଣାକୁ ଦୃଢ ନିନ୍ଦା କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

3.Lightning Death: ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆପଡ଼ାରେ ଆଜି ଘଟିଛି ଏକ ଦୁଃଖଦ ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ୪ ଜଣଙ୍କ ଏକା ସମୟରେ ଘଟିଛି ମୃତ୍ୟୁ ।

4.ହାରିବ କି ଯଶୋଦା ଜିତିବ କି ଦେବକୀ, ୧୦ ବର୍ଷର ଝିଅ କାହାର ଆଇନ ନେବ ନିଷ୍ପତ୍ତି

ଭୁବନେଶ୍ବରରେ ଭଡା ପାଇଁ ୧୦ ବର୍ଷର ଶିଶୁକନ୍ୟା ବନ୍ଧା ପଡ଼ିଥିବା ମାମଲା । ଶିଶୁ ଉଦ୍ଧା ପରେ ମଞ୍ଚେଶ୍ବରରେ ସୃଷ୍ଟି ହେଲା ଟଣା ଓଟରା ପରିସ୍ଥିତି । ଝିଅ କାହାରା ତାହା ନିଷ୍ପତ୍ତି ନେବ ଆଇନ ।

5.Presidential Elections: ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଜାରି

ରାଷ୍ଟ୍ରପତି ନିର୍ବାଚନ ନେଇ ଜେ.ପି ନଡ୍ଡାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ, ଜି.କିଶନ ରେଡ୍ଡୀ, ଅଶ୍ବିନୀ ବୈଷ୍ଣବ, ସର୍ବାନନ୍ଦ ସୋନଓ୍ବାଲଙ୍କ ସମେତ ଅନ୍ୟ କିଛି ନେତା ଉପସ୍ଥିତ ସୂଚନା ।

6.ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା: 2 ସଫ୍ଟଓ୍ବେର ଇଞ୍ଜିନିୟର ଯୁବତୀଙ୍କ ମୃତ୍ୟୁ

ମହୀଶୂରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ମିଲ୍କ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ କାରରେ ଥିବା ଦୁଇ ସଫ୍ଟଓ୍ବେର ଇଞ୍ଜିନିୟର ଯୁବତୀଙ୍କ ମୃତ୍ୟୁ ।

7.Vigilance Raid: ବନ୍ଧା ହେଲେ ଜଳେଶ୍ଵରର କୁବେର BDO

କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ ।

8.ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: 5 ନିଖୋଜ

ଆସାମ ଦିବୃଗଡରେ ବ୍ରହ୍ମପୁତ୍ର ନଦୀରେ ବୁଡିଲା ଡଙ୍ଗା । 4 ଉଦ୍ଧାର, 5 ନିଖୋଜ । ଉଦ୍ଧାର ଅପରେସନରେ NDRF ଓ SDRF ଟିମ ।

9.ପାଠ ପଢ଼ିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଥିଲା ନାବାଳକ, ଷ୍ଟେସନରୁ ଉଦ୍ଧାର

ବାଲେଶ୍ଵରରେ ନିଖୋଜ ଥିବା ନାବାଳକ ଉଦ୍ଧାର । ପାଠ ପଢ଼ିବାକୁ ତାଗିଦ କରିବାରୁ ଜୁନ ୧୮ ତାରିଖରୁ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା ନାବାଳକ । ରୁପ୍ସା ଜଙ୍କସନ ପରିସରରେ ଏକାକୀ ଶୋଇଥିବା ଅବସ୍ଥାରେ ଉଦ୍ଧାର କଲା ରେଳବାଇ ପୋଲିସ ।

10.ଜୁଲାଇ ୭ରୁ ଆସୁଛି Koffee With Karan ସପ୍ତମ ସଂସ୍କରଣ

କଫି ୱିଥ୍ କରନ୍(Koffee with Karan)ର ସପ୍ତମ ସଂସ୍କରଣ ଆରମ୍ଭ ନେଇ ସଙ୍କେତ ଦେଲେ କରନ ଜୋହର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.