ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 17, 2022, 9:11 PM IST

1.ବିବାହ ପାଇଁ ଅପେକ୍ଷାରେ ପ୍ରେମିକା, ଆସିଲେନି ବିଧାୟକ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବିବାହକୁ ନେଇ ପୁଣି ବିବାଦ । ଦେଉଳି ଗ୍ରାମେଶ୍ୱର ଅଞ୍ଚଳର ସୋମାଲିକା ଦାଶ ସବ-ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଅପେକ୍ଷା କରିଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କର କିନ୍ତୁ ଦେଖା ମିଳିନଥିଲା ।

2.Council Minister Meeting: ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ନବୀନ ପଟ୍ଟନାୟକ ନିଜ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ କରିସାରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା ।

3.ସଂଜୟ ସିଂହ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ବର ମହାନଗର ନିଗମ(BMC) କମିଶନର ଥିବା ଆଇଏଏସ ସଞ୍ଜୟ ସିଂ (Sanjay Singh ) ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ (Information and Public Relations Department) ର ପ୍ରମୁଖ ସଚିବ ।

4.ଶୈଳବାଳା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିର ନବନିର୍ମାଣ ପ୍ରସଙ୍ଗ । ଜମି ହରାଉଥିବା ଶୈଳବାଳା ମହିଳା ମହାବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ସାଢେ ୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ।

5.ନରସିଂହଙ୍କ ଭବିଷ୍ୟବାଣୀ: କେନ୍ଦ୍ର ସରକାରଙ୍କୁ ଜାଳି ପୋଡି ଧ୍ୱଂସ କରିବ ଅଗ୍ନିପଥ ଯୋଜନା

ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଜାରି ରହିଛି ବିବାଦ । ରାସ୍ତାକୁ ଓହ୍ଲାଇଛନ୍ତି ଯୁବ ବର୍ଗ । ଦେଶରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଲାଣି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । କେନ୍ଦ୍ର ସରକାରଙ୍କୁ ଅଗ୍ନିପଥ ଯୋଜନା ଜାଳି ପୋଡି ଧ୍ୱଂସ କରିବ ବୋଲି ନରସିଂହଙ୍କ ଭବିଷ୍ୟବାଣୀ କରିଛନ୍ତି ।

7.Agnipath Clash: ସ୍ବପ୍ନରେ ରହିଗଲା ଯବାନ ଆଶା, ଆନ୍ଦୋଳନରେ ଚାଲିଗଲା ଜୀବନ

ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତେଲେଙ୍ଗାନାରେ ଜୋରଦାର ବିରୋଧ । ସ୍ଥିତିକୁ ଅଣାୟତ୍ତ କରିବା ଲାଗି ପୋଲିସ ଗୁଳି ଚାଳନା ବେଳେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି ।

8.Modi to visit Gujarat: ୧୦୦ତମ ଜନ୍ମଦିନରେ ମାଆଙ୍କୁ ଭେଟିବେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଅବସରରେ ମୋଦି ଗୁଜୁରାଟ ଗସ୍ତ କରି ମାଆଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

9.Rajiv Murder Case: ନଳିନୀ ରବିଚନ୍ଦ୍ରନଙ୍କ ଜାମିନ ଆବେଦନ ଖାରଜ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା । ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଓ ରବିଚନ୍ଦ୍ରନ ସମୟ ପୂର୍ବରୁ ଜେଲରୁ ମୁକୁଳିବା ଲାଗି ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ । ଏହାକୁ କୋର୍ଟ ଖାରଜ କରିଛନ୍ତି ।

10.Eng vs Ned ODI: ଗୋଟିଏ ଇନିଂସରେ ୪୯୮ ରନ୍‌ କରି ଇଂଲଣ୍ଡର ରେକର୍ଡ

ଦିନିକିଆ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍‌ ରେକର୍ଡ କଲା ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ବିନିମୟରେ ଇଂଲଣ୍ଡ ଦଳ ୪୯୮ ରନ୍‌ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.