1.IAS ସ୍ତରରେ ବଡଧରଣର ଅଦଳବଦଳ
ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର ।
2.ମା’ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଇଡିକୁ ସାମୟିକ ବିରାମ ମାଗିଲେ ରାହୁଲ
3.ଘରୋଇ ନର୍ସିଂହୋମ୍ରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁ ନିଖୋଜ, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି
4.Massive landslide in Assam: ଆସାମରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ, ଗଛ ପଡି ଜଣେ ମୃତ
5.ଚାକିରି ନାଁରେ ଠକେଇ, ୫ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
6.ଏମିତିକା ଯୋଜନା: ପ୍ରକଳ୍ପ ଉଦଘାଟନ ଦିନ ପାଣି ମିଳିଲା, ତାପରଠୁ ନାହିଁ
ବଲାଙ୍ଗୀର ସଇଁତଳାରେ ପିଇବା ପାଣି ପାଇଁ ହନ୍ତସନ୍ତ ଲୋକେ । କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଆସୁନି କାମରେ ।
7.କୁଲଗାମ୍ରେ ଅଟୋକୁ ଧକ୍କା ଦେଲା ସେନା ଗାଡ଼ି, ୯ ଆହତ
ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିଲା ସେନାଗାଡ଼ି । ଫଳରେ ୮ ଜଣ CRPF ଯବାନଙ୍କ ସହ ଅଟୋଚାଳକ ଆହତ ହୋଇଛନ୍ତି ।
8.Idols Smuggling: ତାମିଲନାଡୁ ମୂର୍ତ୍ତି ଆମେରିକାରୁ ଠାବ
୬ ବର୍ଷ ତଳେ ଚୋରି ହୋଇଥିବା ଦୁଇଟି ମୂର୍ତ୍ତିକୁ ଆମେରିକାରୁ ଉଦ୍ଧାର କଲା ତାମିଲନାଡୁ ପୋଲିସ ।
9.ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦଘାତ: ଦିଲ୍ଲୀକୁ ଏୟାର ଲିଫ୍ଟ, ସ୍ବାସ୍ଥ୍ୟବସ୍ଥା ସ୍ଥିର
10.Presidential Poll: ଶେଷ ନିଷ୍ପତ୍ତି ହାଇକମାଣ୍ଡ ନେବେ କହିଲେ ଶରତ ପଟ୍ଟନାୟକ