ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 13, 2022, 9:12 PM IST

1.Cuttack To Host Baliyatra: ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା

ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

2.ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସେନାପଟା ଲାଗି ଦଇତାପତିଙ୍କ ପ୍ରସ୍ତୁତି ଶେଷ

ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ ଶେଷ କଲେ ଦଇତାପତି ସେବକ ।

3.ବିହାରରୁ ଦୁଇ ଚୀନ ନାଗରିକ ଗିରଫ, ନେପାଳ ସୀମା ଦେଇ କରିଥିଲେ ଅନୁପ୍ରବେଶ

ବିହାର-ନେପାଳ ସୀମାରୁ ଗିରଫ ହେଲେ ଦୁଇ ଚୀନ ନାଗରିକ । ବିନା ଭିସାରେ ଭାରତରେ କରିଥିଲେ ପ୍ରବେଶ । ନେପାଳ ସୀମା ଦେଇ ଫେରିବାବେଳେ ମାଡିି ବସିଲା ସୀମା ସଶସ୍ତ୍ର ବଳ । ଅଧିକ ପଚରାଉଚୁରା ଜାରି ।

4.ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ

ଆସନ୍ତାକାଲି ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେଉଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ।

5.Online betting: ବେଟିଂ ସମ୍ପର୍କିତ ବିଜ୍ଞାପନ ରୋକିବା ପାଇଁ ଗାଇଡଲାଇନ ଜାରି କଲା ସୂଚନା ପ୍ରସାରଣ ମନ୍ତ୍ରଣାଳୟ

ଅନଲାଇନ ବେଟିଂ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଏହି ସମ୍ପର୍କିତ ବିଜ୍ଞାପନ ରୋକିବା ପାଇଁ ନିର୍ଦ୍ଦେଶ ।

6.ରାଜ୍ୟସ୍ତରୀୟ କରାଟେ ଚମ୍ପିଆନସିପ୍‌: କଳାହାଣ୍ଡିକୁ ୩ ସ୍ବର୍ଣ୍ଣ ପଦକ

ରାଜ୍ୟସ୍ତରୀୟ କରାଟେ ଚମ୍ପିଆନ୍‌ସିପ୍‌ରେ କଳାହାଣ୍ଡିକୁ ମିଳିଲା ୩ଟି ସ୍ବର୍ଣ୍ଣ ପଦକ । ଭୁବନେଶ୍ବରରେ ଆୟୋଜିତ ଏହି କରାଟେ ଚମ୍ପିଆନ୍‌ସିପ୍‌ରେ ୩୦୦ରୁ ଅଧିକ କ୍ରୀଡ଼ାବିତ୍‌ ଭାଗ ନେଇଥିଲେ ।

7.ଭିତରକନିକାରେ ଜାରି ରହିଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା, ୨ ଦିନରେ ଚିହ୍ନଟ ହେଲାଣି ୩୦ ବସା

ଭିତରକନିକା ଜାତୀୟ ଉଦ୍ୟାନରେ ଜାରି ରହିଛି ବଉଳା କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । କାର୍ଯ୍ୟରେ ଲାଗିଛନ୍ତି ବନ ବିଭାଗର ୪ ଟିମ । ଏବେ ସୁଦ୍ଧା ଚିହ୍ନଟ ହେଲାଣି ୩୦ ବସା । ହୋଇଥିବାବେଳେ ଆସନ୍ତା ମାସ ୧୫ ଯାଏଁ ଜାରି ରହିବ ପ୍ରକ୍ରିୟା ।

8.ରଥଖଳା ହାଲଚାଲ: ୩ ରଥର ଯୋକା ଓ ଅଁଳା ଚଉପଟ କାର୍ଯ୍ୟ ଜାରି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତାଳଧ୍ଵଜ ଓ ନନ୍ଦିଘୋଷ ରଥର ଉଭୟ ପାର୍ଶ୍ଵରେ ତିନିଟି ଲେଖାଏଁ ୬ଟି ପୋଲ ଗୟଳ ପଡ଼ି ଟାଣ କଣ୍ଟା ବାଡ଼ିଆ ହୋଇଛି ।

9.ଵାରବାଟୀରେ କାହିଁକି ହାରିଲା ଭାରତ, ପୂର୍ବତନ ରଣଜୀ କ୍ରିକେଟରଙ୍କ ପ୍ରତିକ୍ରିୟା

କଟକ: ଗତକାଲି(ରବିବାର) ବାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୪ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୪୮ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ପରାଜୟ ପରେ ପିଚ୍‌କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି ।

10.ବାରବାଟୀ ମ୍ୟାଚ୍‌ ପରେ ପୋଲିସ କର୍ମଚାରୀଙ୍କୁ କଟକ ଡିସିପିଙ୍କ ଧନ୍ୟବାଦ

ସୁରୁଖୁରୁରେ ଶେଷ ହେଲା ବାରବାଟୀର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ । ମ୍ୟାଚ୍‌ ବେଳେ ଦର୍ଶକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଟକ DCP ପିନାକ ମିଶ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.