ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 1, 2022, 8:59 PM IST

1.BCCI President: ଇସ୍ତଫା ଦେଇନାହାଁନ୍ତି ଗାଙ୍ଗୁଲି, ସ୍ପଷ୍ଟ କଲେ ଜୟ ଶାହ

ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାଁନ୍ତି ସୌରଭ ଗାଙ୍ଗୁଲି । ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

2.ରାଜନୀତିରେ ନୂଆ ଇଂନିସ ଖେଳିବେ ସୌରଭ ଗାଙ୍ଗୁଲି !

ରାଜନୀତି ମୈଦାନରେ ପୁଣି ଥରେ ଲମ୍ବା ଛକା, ଚୌକା ମାରିବେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) !

3.Ratha Yatra: ଶେଷ ହେଲା ଦ୍ୱିତୀୟ ସମନ୍ୱୟ ବୈଠକ, ଏକାଧିକ ନିଷ୍ପତ୍ତିରେ ମୋହର

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ ଟି ଏଲଇଡି ଲାଇଟ ଲଯାଯିବ । ରେଳ ବିଭାଗ ପକ୍ଷରୁ ୪୦ ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ ।

4.ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମ ବିଭୂଷଣ ମିଳିବା ଉଚିତ୍ କହିଲେ କେଜ୍ରିଓ୍ବାଲ, ପାଲଟା ଜବାବ ଦେଲା ବିଜେପି

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ନେଇ ରାଜନୀତି ଜୋର । ଖୋଲା ସମର୍ଥନ କରିବା ସହ ଜୈନଙ୍କୁ ପଦ୍ମ ବିଭୂଷଣ ମିଳିବା ଉଚିତ କହିଲେ କେଜ୍ରିଓ୍ବାଲ । କଡା ସମାଲୋଚନା କଲା ବିଜେପି ।

5.ବିଜୁଳି ବିଭାଗ କାର୍ଯ୍ୟାଳୟରେ ଲାଡେନର ଫଟୋ !

ଉତ୍ତରପ୍ରଦେଶ ଫାରୁକାବାଦରେ ଜିଲ୍ଲା ବିଜୁଳି ବିଭାଗ କାର୍ଯ୍ୟାଳୟ କାନ୍ଥରେ ଲାଗିଛି ଆତଙ୍କବାଦୀ ଲାଡେନର ଫଟୋ । ଭାଇରାଲ ହେବାରେ ଲାଗିଛି ଭିଡିଓ । ମିଳୁନି ବିଭାଗୀୟ ପ୍ରତିକ୍ରିୟା।

6.ମୁଖ୍ୟ ବିଷୟ ପଢାଇବାକୁ ନାହାନ୍ତି ସାର୍, ଚିନ୍ତାରେ ଛାତ୍ରୀ ଓ ଅଭିଭାବକ

ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପୁଳାପୁଳା ଯୋଜନା କରୁଥିଲେ ମଧ୍ୟ ଦୀପ ତଳ ଅନ୍ଧାର ପରି ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି । ବୋଲଗଡ ବ୍ଲକ୍‌ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ।

7.50 ଲକ୍ଷର ହୀରା ଜବତ, ଓଡିଶାର ଦୁଇ ତସ୍କରଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ

ଝାଡଖଣ୍ଡ ଗରିଆବନ୍ଦରୁ 50 ଲକ୍ଷର ହୀରା ଜବତ, ଏହାସହ ଗିରଫ ହେଲେ ଦୁଇ ଓଡିଆ ଯୁବକ । ଜେରା ଜାରି ରଖିଛି ପୋଲିସ ।

8.GST Collection: ମେ’ ମାସରେ 1.40 ଲକ୍ଷ କୋଟି GST ସଂଗ୍ରହ

କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସଟି ପାଇଁ ୫୨ ହଜାର ୯୬୦ କୋଟି ଓ ଏଜସିଏସଟି ବାବଦକୁ ୫୫ ହଜରା ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ସରକାର ଗତ ୩୧ ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସଟି କ୍ଷତିପୂରଣ ବାବଦରେ ୮୬ ହଜାର ୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

9.ଶାବର ଶ୍ରୀକ୍ଷେତ୍ରରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଶାବର ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଓ ଏଠାରେ ରଥଯାତ୍ରାକୁ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ହେଉଛି ।

10.ବର ସାଜିବେ ଫାଷ୍ଟ ବୋଲର ଦୀପକ ଚହର, ଆରମ୍ଭ ହେଲା ବିଭିନ୍ନ ସମାରୋହ

ବିବାହ ବନ୍ଧନରେ ବାନ୍ଧି ହେବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବୋଲର ଦୀପକ ଚହର । ବାହାଘରକୁ ନେଇ ବିଭିନ୍ନ ସମାରୋହ ହୋଇଛି ଆରମ୍ଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.