ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 29, 2022, 9:08 PM IST

1.IPL 2022 Final: ଟାର୍ଗେଟ ଟ୍ରଫି, ଗୁଜରାଟ ବିପକ୍ଷରେ ଟସ୍‌ ଜିତିଲା ରାଜସ୍ଥାନ

ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ।

2.କଂଗ୍ରେସ ନେତା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା, 2 ବନ୍ଧୁ ଗୁରୁତର

ପ୍ରଖ୍ୟାତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳିକରି ହତ୍ୟା । ଅନ୍ୟ 2 ସହଯୋଗୀ ମଧ୍ୟ ଗୁରୁତର । ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲେ ମାନ ସରକାର ।

3.ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ, ଥମିଯିବ କି ପଶ୍ଚିମ ଓଡିଶା ଆଦିବାସୀ ଆନ୍ଦୋଳନ !

ରାଜ୍ୟସଭା ପ୍ରାର୍ଥୀ ଭାବେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କ ନାମ ଘୋଷଣା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରଣ କୌଶଳକୁ ନେଇ ସବୁଠି ଚର୍ଚ୍ଚା । ବିଦ୍ରୋହୀ ବିଶିଙ୍କୁ ଟିକେଟ ମିଳିବା ପରେ ଆଦିବାସୀଙ୍କ ସମସ୍ୟା ଦୂର ହେଉଛି ନା ମୁହଁ ବନ୍ଦ ହୋଇଯାଉଛି ତା' ଉପରେ ନଜର ।

4.Yasin Malik life imprisonment: 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ

ଆତଙ୍କବାଦୀ ୟାସିନ ମଲ୍ଲିକକୁ ଦଣ୍ଡାଦେଶ ପରେ ଭାରତ ବିରୋଧୀ ନାରା ଦେଇଥିବା 19 ଆନ୍ଦୋଳନକାରୀଙ୍କୁ ଗିରଫ କଲା ପୋଲିସ । ଘଟଣା ଦିନ ପ୍ରତିବାଦ କରିବା ସହ କରିଥିଲେ ପଥରମାଡ ।

5.କେରଳ ଛୁଇଁଲା ମୌସୁମୀ, ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ କରାଯାଇନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ତେବେ ବତ୍ତର୍ମାନ ରାଜ୍ୟରେ ୪ରୁ ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ।

6.Nepal aircraft Missing: ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବନ୍ଦ

ନେପାଳର ନିଖୋଜ ବିମାନ ଠାବ ହୋଇଥିଲେ ସୁଦ୍ଧା ସର୍ଚ୍ଚ ଓ ଉଦ୍ଧାର ଅପରେସନରେ ବାଧା ସାଜିଛି ପ୍ରତିକୂଳ ପାଗ । ତୁଷାରପାତ ପାଇଁ ସର୍ଚ୍ଚ ଓ ଉଦ୍ଧାର ଅପରେସନ ବନ୍ଦ । କାଲି ସକାଳକୁ ଅପେକ୍ଷା ।

7.ବିଜେଡିର ପଞ୍ଚମ ପାଳିର ତୃତୀୟ ବର୍ଷ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #odisha3yearsof5t

ବିଜେଡି ନେତୃତ୍ୱାଧୀନ ନବୀନ ସରକାର ଆଜି(ରବିବାର) ପାଳୁଛନ୍ତି ପଞ୍ଚମ ପାଳିର ତୃତୀୟ ବର୍ଷ । ଟ୍ବିଟରରେ ଟ୍ରେଣ୍ଡ କରୁଛି #odisha3yearsof5t ।

8.ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ IAS ପ୍ରୋବେସନର, ସଗୌରବେ ଦେଶ ସେବା ପାଇଁ ଦେଲେ ଆହ୍ୱାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଷ୍ଟଡି ଟୁରରେ ଆସିଥିବା 181 ଆଇଏଏସ ପ୍ରୋବେସନର(IAS Probationer) ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ।

9.Amarnath Yatra: ଯାତ୍ରୀଙ୍କ ପାଇଁ Radio tags ବାଧ୍ୟତାମୂଳକ

ଅମରନାଥ ଯାତ୍ରା ପାଇଁ RFDI ଟ୍ୟାଗ ବାଧ୍ୟତାମୂଳକ । କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରାପରିଚାଳନା କରୁଥିବା ଅମରନାଥ ଶ୍ରୀନେ ବୋର୍ଡ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରିଛି ।

10.Railway Minister Declare: ଜୁଲାଇ ୧ରୁ ନିୟମିତ ରେଳ ଷ୍ଟେସନ ହେବ ବୋଲଗଡ଼

ଖୋର୍ଦ୍ଧାର ବୋଲଗଡ଼ ପାସେଞ୍ଜର ହଲ୍ଟକୁ ଜୁଲାଇ ପହିଲାରୁ ନିୟମିତ ରେଳ ଷ୍ଟେସନରେ ପରିଣତ କରିବାକୁ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.