ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 27, 2022, 9:12 PM IST

1.Subramaniam Swamy Visits Puri: ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ଦେଲେ ପ୍ରତିକ୍ରିୟା ।

2.ମଠ ମନ୍ଦିର ଭଙ୍ଗା ହେଲେ କିଛି ଅସୁବିଧା ନାହିଁ: ବିଜେଡି ବିଧାୟକ

ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିତଣ୍ଡା ଯୁକ୍ତି । ପୁରୀ ଧାମକୁ ଯେତିକି ପୁରାତନ ମଠ ଅବରୋଧ କରି ରଖିଥିଲେ, ସେଗୁଡିକୁ ସରକାର ଭାଙ୍ଗି ନୂତନ ସ୍ଥାନ ନିରୂପଣ କରି ତିଆରି କରୁଛନ୍ତି । ଯଦି ଆପଣଙ୍କ ଘର ଆଗରେ ବେଆଇନ ଭାବେ ମଠ ଅଛି । ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତାଙ୍କର ସୁବିଧା ପାଇଁ ସରକାର କରୁଛନ୍ତି ବୋଲି କହିଛନ୍ତି ଭାଗୀରଥି ।

3.Drone Festival: 2030 ସୁଦ୍ଧା ଭାରତ ହେବ ବିଶ୍ୱର ଡ୍ରୋନ୍ ହବ୍, ଡ୍ରୋନ୍‌ ଉଡ଼ାଇଲେ ମୋଦି

ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’ ଉଦଘାଟନ କରି ଡ୍ରୋନ୍‌ ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ସବୁଠୁ ବଡ ଡ୍ରୋନ ଉତ୍ସବ । ଏହି ଅବସରରେ ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

4.ଜିଲ୍ଲା ସଂଗ୍ରହାଳୟ ଜିଲ୍ଲାର ମୁଖଶାଳା: ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ । ଜିଲ୍ଲା ପ୍ରଶାସନର ଉଦ୍ୟମକୁ କଲେ ପ୍ରଶଂସା ।

5.କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ

ଅଭାବ ପାଇଁ ବାହାର ରାଜ୍ୟକୁ କାମକରି ଯାଇଥିବା କଳାହାଣ୍ଡିର ଜଣେ ନାବାଳକଙ୍କ ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇ ଥିବାବେଲେ କେବେ ଏ ଦାଦନ ଦୁଃଖ ଦୂରହେବ, ସେନେଇ ସରକାରଙ୍କୁ ସର୍ବସାଧାରଣଙ୍କ ପ୍ରଶ୍ନ ।

6.Road Accident: ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଲଦାଖରେ 7 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ । ତୁରତୁକ ସେକ୍ଟରରେ ବସ ନଦୀକୁ ଖସିପଡିବାରୁ 7 ଯବାନ ପ୍ରାଣ ହରାଇଛନ୍ତି ।

7.ରହସ୍ୟ ଘେରରେ ବେଙ୍ଗଲ ବିଉଟିଙ୍କ ମୃତ୍ୟୁ, ୧୫ଦିନରେ ପ୍ରାଣ ହରାଇଲେଣି ୩ ଅଭିନେତ୍ରୀ

ଗତ ୧୫ ଦିନ ମଧ୍ୟରେ ମୃତ୍ୟୁର ଫାଶରେ ପଡିଛନ୍ତି ୩ ବଙ୍ଗୀୟ ଅଭିନେତ୍ରୀ । ହଠାତ ଘର ଭିତରୁ ଉଦ୍ଧାର ହେଉଛି ଝୁଲନ୍ତା ମୃତଦେହ । କଣ ରହିଛି ଆତ୍ମହତ୍ୟାର କାରଣ ?

8.ଦୀପିକାଙ୍କୁ ମିଳିଲା ଦଶନ୍ଧୀର ଶ୍ରେଷ୍ଠ ଉପହାର, ସେୟାରକଲେ ଭିଡିଓ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 28 ମଇରେ ଶେଷ ହେବ। ଇଭେଣ୍ଟ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଦୀପିକା ପାଦୁକୋନ୍ କାନ୍ସରୁ ଏକ ଭିଡିଓ ସେୟାର କରିଛନ୍ତି।

9.IPL 2022: ଖରାପ ପ୍ରଦର୍ଶନ ପାଇଁ ବାପାଙ୍କଠୁ ମାଡ ଖାଇଲେ ଶିଖର ଧାୱନ

ଚଳିତ ଆଇପିଏଲରେ (IPL 2022) ଖରାପ ପ୍ରଦର୍ଶନ ପାଇଁ ମାଡ ଖାଇଲେ ଶିଖର ଧାୱନ । ନକ ଆଉଟ ମ୍ୟାଚରୁ ବିଦା ହୋଇଥିବା ପଞ୍ଜାବ ସୁପରକିଙ୍ଗ୍ସ ଖେଳାଳି ଶିଖର ଧାୱନ ତାଙ୍କ ବାପାଙ୍କଠୁ ମାଡ ଖାଉଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି ।

10.IPL 2022 2nd Qualifier: ଟସ୍‌ ଜିତିଲେ ସାମସନ, ପ୍ରଥମେ ବ୍ୟାଟିଂ କରିବ RCB

IPL 2022ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.