1-ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ କମିସନର
ବଦଳିଲେ ଟ୍ଵିନ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ୍ କମିଶନର ।
2-ଜଳୁଛି ଶିମିଳିପାଳ, ନିଆଁ ଲିଭାଇବାକୁ ଏସବୁ ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ
ଶିମିଳିପାଳ ନିଆଁ ଲିଭାଇବାକୁ ଜଙ୍ଗଲ ବିଭାଗ କଣ ନେଇଛି ପଦକ୍ଷେପ, ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ ।
3-କଡା ହେଲା ସଡକ ସୁରକ୍ଷା ଅଭିଯାନ, ଫୋକସରେ ୨ ଚକିଆ ଯାନ
4-ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ
ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ସୁରୁଖୁରୁରେ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ କରିଛି ସମନ୍ବୟ କମିଟି ।
5-ମହିଳା ଦିବସରେ ମହିଳା ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି
6-ଆନ୍ତର୍ଜାତିକ ମହିଳା ଦିବସରେ ଦିନକ ପାଇଁ ଗୃହମନ୍ତ୍ରୀ ସାଜିଲେ କନେଷ୍ଟବଳ
7-ଦେଶର ମହିଳା ରିପୋର୍ଟରଙ୍କୁ ପ୍ରଂଶସା କଲେ ଲୋକସଭା ବାଚସ୍ପତି
8-ଯୋଧପୁରରେ ଜବତ ହେଲା ପାକିସ୍ତାନୀ ବେଲୁନ, ପୋଲିସ ଜିମାରେ ବୈଦ୍ୟୁତିକ ଉପକରଣ
ପାକ୍ ସୀମାରୁ ଆସିଥିବା ଏକ ବେଲୁନକୁ ଜବତ କରିଛି ରାଜସ୍ଥାନ ଯୋଧପୁର ପୋଲିସ ।
9-ଏକ ନୂତନ କାର୍ଯ୍ୟଧାରା ପଥରେ ଆମେରିକା
10-ଗୁଲମାର୍ଗ ଶୀତକାଳିନ କ୍ରୀଡା ଅଂଶଗ୍ରହଣକାରୀଙ୍କୁ ବରଗଡରେ ସମ୍ବର୍ଦ୍ଧନା