ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 5, 2022, 7:15 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Weather Update: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର

ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ତେବେ କିପରି ରହିବ ପରବର୍ତ୍ତୀ ପ୍ରକ୍ରିୟା ।

2.ରଥଯାତ୍ରା ସମନ୍ବୟ ବୈଠକ: ଦ୍ବନ୍ଦରେ ଭକ୍ତଙ୍କ ରଥଟଣା!

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ କିପରି ହେବ, ସେନେଇ ଆଲୋଚନା ।

3.PM Review: ୟୁରୋପରୁ ଫେରିଲେ ମୋଦି, ସନ୍ଧ୍ୟାରେ ଶକ୍ତି ସଂକଟର କରିବେ ସମୀକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ 3 ଦିବସୀୟ ୟୁରୋପ ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।

4.Azadi march case: ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କୁ ୩ ମାସ ଜେଲ୍‌

୨୦୧୭ ଆଜାଦି ମାର୍ଚ୍ଚ ଆୟୋଜନ ଘଟଣାରେ ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କ ସମେତ ୧୦ ଜଣଙ୍କୁ ୩ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ ।

5.Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସର କଲେ ଉଦଘାଟନ

ପଶ୍ଚିମବଙ୍ଗରେ ଶାହ । BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସ କଲେ ଉଦଘାଟନ ।

6.କଳା ଓ କଳାକାରଙ୍କ ଉନ୍ନତି ପାଇଁ CTMS ଆପ୍ଲିକେସନ ଉନ୍ମୋଚିତ

ପ୍ରତିଟି କଳାକାରଙ୍କୁ ସମାନ ସୁଯୋଗ ଓ ମଞ୍ଚ ଦେବା ଲକ୍ଷ୍ୟରେ ଉନ୍ମୋଚନ ହେଲା ଆପ୍ଲିକେସନ CTMS ବା Cultural Management Transparent System । ଆଶଙ୍କା ପ୍ରକାଶ କଲେ କଳାକାର ।

7.Hanuman Chalisa Row: ଜେଲରୁ ବାହାରିଲେ ସାଂସଦ ନବନୀତ ରାଣା, ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି

ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଆଜି ଜେଲରୁ ବାହାରିଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା ମୁମ୍ବାଇର ଲିଳାବତୀ ହସ୍ପିଟାଲ । ଗତକାଲି ଦମ୍ପତି ପାଇଥିଲେ ବେଲ ମଞ୍ଜୁରୀ ।

8.Probable Cyclone: ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି କହିଲେ ଯୋଗାଣ ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ରାଜ୍ୟରେ ମହଜୁଦ ଅଛି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

9.ଫିଟୁଛି ବେନାମୀ ସିମ ଜାଲିଆତି ଗୁମର, ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା

ଲୋକସଭା ବାଚସ୍ପତିଙ୍କ ନାମରେ ଫେକ ହ୍ବାଟ୍ସଆପ୍ ଆକାଉଣ୍ଟ ଚଳାଇବା ଘଟଣାରେ ଦୁଇ ଜଣ ଗିରଫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

10.IPL 2022: କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି

ଆଇପିଏଲ ୨୦୨୨ର ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜାରି । ଟସ୍ ଜିତି ହାଇଦ୍ରାବାଦର ପ୍ରଥମେ ବୋଲିଂ ନିଷ୍ପତ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.