ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭PM ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 6, 2022, 6:56 PM IST

1.Lingaraj Temple Ordinance: କେନ୍ଦ୍ରର ପଦକ୍ଷେପ ପରେ BJD-BJP କାଦୁଅଫିଙ୍ଗା, କଂଗ୍ରେସ କହିଲା ମହାପ୍ରଭୁଙ୍କୁ ଶସ୍ତା କରନି

ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଅବଗତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସ୍ପଷ୍ଟିକରଣ ଦେବା ଲାଗି ମୁଖ୍ୟ ସଚିବଙ୍କୁ ରାଜଭାବନରୁ ନିର୍ଦ୍ଦେଶ ପରେ ତେଜୁଛି ରାଜନୀତି ।

2.Ukraine Crisis: ଖୋଲା ଆକାଶ ତଳେ ଲକ୍ଷାଧିକ ଲୋକ, ମାନବୀୟ ସହାୟତା ପାଇଁ ଲମ୍ବା ଲାଇନ

ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ । ମାରିୟୁପୋଲ ସହରରେ ଖୋଲା ଆକାଶ ତଳେ ଲକ୍ଷାଧିକ ସାଧାରଣ ଜନତା ।

3.କସମପଲିସ୍ ଛକ ଫ୍ଲାଏ ଓଭର ଅନୁମୋଦନ ପାଇଁ ଗଡକରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର ନିର୍ମାଣ ଅନୁମୋଦନ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

4.ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ

ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଗନ ଏଭଳି କାର୍ଯ୍ୟ କରିଥାଇପାରେ ବୋଲି ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକେ ।

5.ମୋଦିଙ୍କୁ ଭେଟିଲେ NCP ମୁଖ୍ୟ ପାଓ୍ୱାର, ଉଠାଇଲେ ED କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର। ଉଠାଇଲେ ED କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ।

6.Jammu And Kashmir Terrorist Attack: 50% ହ୍ରାସ ପାଇଛି ଆତଙ୍କବାଦୀ ଆକ୍ରମଣ

ଦିନକୁ ଦିନ ହ୍ରାସ ପାଉଛି ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ । ତେବେ ଜମ୍ମୁ ଏବଂ କାଶ୍ମୀରରେ ପ୍ରାୟ ୫୦ ପ୍ରତିଶତ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି ।

7.CMC ଡେପୁଟି ମେୟର ନିର୍ବାଚନ: ହୁଇପ୍ ଜାରି କଲା BJD, ନମାନିଲେ ପଦ ହରାଇବେ

ଗୁରୁବାର CMC ର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ।

8.Sri Lanka Crisis: ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା, ବାହାରି ପାରୁନି ସମାଧାନର ସୂତ୍ର

ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଏବେ ରାଜନୈତିକ ଅଚଳାବସ୍ଥାକୁ ଜନ୍ମ ଦେବାରେ ଲାଗିଛି । ସଂଖ୍ୟା ଗରିଷ୍ଠତା ହରାଇ ସାରିଲାଣି ସରକାର ।

9. Healthy Summer Tips: ଆଲକହଲ ଠାରୁ ଦୂରେଇ ରୁହନ୍ତୁ, କମଳା-ତରଭୁଜ ଖାଆନ୍ତୁ

ବର୍ତ୍ତମାନ ଚାରିଆଡେ ଗ୍ରୀଷ୍ମ ପ୍ରବାହ । ଆଉଟୁପାଉଟୁ ଲୋକେ । କେତେକାଂଶରେ ଟାଣ ଖରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

10.ଏବେ ବି ମନରେ ନାଗା ଚୈତନ୍ୟ, ଫଟୋ ସେୟାର କଲେ ସାମନ୍ଥା

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କର ଗତ ବର୍ଷ ଅକ୍ଟୋବରରେ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ହୋଇଥିଲା। ଛାଡପତ୍ରର ପାଖାପାଖି 6-7 ମାସ ପରେ ସାମନ୍ଥା ନାଗାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.