ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Feb 8, 2022, 7:05 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ !

ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବେ ରାଷ୍ଟ୍ରପତି । ଆସନ୍ତା 19 ତାରିଖରେ ରାଷ୍ଟ୍ରପତି ପୁରୀ ଆସିବେ ।

2.ଅରୁଣାଚଳ ପ୍ରଦେଶରେ ନିଖୋଜ ଥିବା ୭ ଯବାନ ଶହୀଦ

ଅରୁଣାଚଳ ପ୍ରଦେଶରେ ଗତ ଫେବୃଆରୀ ୬ ତାରିଖରୁ ଫସି ରହିଥିବା ୭ ଜଣ ଯବାନ ଶହୀଦ ହୋଇଛନ୍ତି ।

3.Campaign Expenditure: ପୌର ନିର୍ବାଚନ ପାଇଁ ପ୍ରାର୍ଥୀ କେତେ କରିବେ ଖର୍ଚ୍ଚ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ ପୌର ନିର୍ବାଚନ । ଏଥିଲାଗି ଆଜି(ମଙ୍ଗଳବାର) ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଜାରି କରାଯାଇଛି ।

4.କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ

ଭୁବନେଶ୍ବର: କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କର ସଚେତନତା ବାର୍ତ୍ତା । କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ ।

5.Hijab vs Saffron Shawls: କର୍ଣ୍ଣାଟକରେ ହିଂସ୍ର ହେଉଛି ହିଜାବ ବିବାଦ, ୧୪୪ ଧାରା ଜାରି ଓ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

କର୍ଣ୍ଣାଟକରେ ହିଂସାର ରୂପ ନେଲାଣି ହିଜାବ ବିବାଦ । ଶିବାମୋଗା ଜିଲ୍ଲାରେ ଛାତ୍ରଙ୍କ ପଥରମାଡ । ମାଣ୍ଡ୍ୟାରେ ହିଜାବ ପିନ୍ଧିଥିବା ସଂଖ୍ୟାଲଘୁ ଛାତ୍ରୀଙ୍କୁ ବିରୋଧ । ପୋଲିସର ଲାଠି ଚାର୍ଜ । କିଛି ସ୍ଥାନରେ 144 ଜାରି ସହ ୩ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ।

6.Religious Places To Reopen: ରାଜଧାନୀରେ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ବରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି ।

7.ପ୍ରଚାର ପାଇଁ ଯିବାବେଳେ ବିଜେପି ନେତାଙ୍କୁ ଅଟକାଇଲେ ବିଜେଡି କର୍ମୀ !

ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବ୍ୟାସିନୀ ପ୍ରଧାନଙ୍କୁ ବିଜେଡି କର୍ମୀ ରାସ୍ତା ରୋକିବା ଘଟଣା ।

8.ପୁଣି ତେଜିଲା ମମିତା ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ସମ୍ବଲପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମମିତା ମେହେର ହତ୍ଯା ମାମଲାକୁ ୧୨୦ ଦିନ ବିତି ଯାଇଥିଲେ ମଧ୍ୟ ସରକାର କାହିଁକି ଦାଗି ନେତାଙ୍କୁ ଗିରଫ କରାଇନାହାନ୍ତି ବୋଲି ପ୍ରଶ୍ନ କଲେ ।

9.Jhund teaser Releases: ନିଆରା ଅନ୍ଦାଜରେ ବିଗ୍ ବି

ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ 'ଝୁଣ୍ଡ'ର ଟିଜର ରିଲିଜ ହୋଇଛି। ଏଥିରେ ବିଗ୍ ବି ତାଙ୍କ 'ଝୁଣ୍ଡ' ସହିତ ନଜର ଆସିଛନ୍ତି । ମାର୍ଚ୍ଚ 4 ତାରିଖରେ ପ୍ରେକ୍ଷାଳୟରେ 'ଝୁଣ୍ଡ' ରିଲିଜ୍ ହେବାକୁ ଯାଉଛି।

10.ISL 2021-22: ଓଡିଶା ଏଫସିର ଷଷ୍ଠ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

ଚଳିତ ଇଣ୍ଡିଆନ ସୁପର ଲିଗ(ISL) ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟରେ ଓଡିଶା ଏଫସିର ଷଷ୍ଠ ବିଜୟ । ଏସସି ଇଷ୍ଟ ବେଙ୍ଗଲ(SC East Bengal)କୁ ୨-୧ଗୋଲ୍‌ରେ ହରାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି ଓଡିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.