ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 1, 2021, 7:03 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Supplementary Budget Presented: ଆଗତ ହେଲା ଅତିରିକ୍ତ ବଜେଟ

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ ବିଲ୍‌ । ବିରୋଧୀଙ୍କ ହୋ ହାଲ୍ଲା ମଧ୍ୟରେ ଏହି ବିଲ ଆଗତ ହୋଇଛି ।

୨.PMAYରେ ରାଜ୍ୟକୁ ମିଳୁନି ଆବଶ୍ୟକ ଘର, ରାଜଭବନ ସମ୍ମୁଖରେ ଗର୍ଜିଲା BJD

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana-Gramin)ରେ ଓଡିଶାକୁ ଉପେକ୍ଷା ଅଭିଯୋଗ ।

୩.Pradhan Mantri Abbas Yojana; କେନ୍ଦ୍ର ବିରୋଧରେ ଗର୍ଜିଲା BJD

କେନ୍ଦ୍ରୀୟ ଅବହେଳାକୁ ଦାୟୀ କରି ଶାସକ ବିଜେଡି ରାଜଭବନ ଅଭିମୁଖେ ଶୋଭାଯାତ୍ରା କରିଛି ।

୪.Omicron Scare: ଆହୁରି ବିଳମ୍ବ ହେବ International Flights

Omicron ଭୟରେ ପୁଣି ଘୁଞ୍ଚିଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା (International Flights service Resumption) । ପୂର୍ବ ନିଷ୍ପତ୍ତି ବଦଳରେ ବର୍ତ୍ତମାନ ସ୍ଥିତିକୁ ସମୀକ୍ଷା ପରେ ନିଆଯିବା ପରବର୍ତ୍ତୀ ନିଷ୍ପତ୍ତି ।

୫.A, AB ଓ Rh+ ରକ୍ତ ବର୍ଗକୁ ରହିଛି ଅଧିକ କୋଭିଡ ସଂକ୍ରମଣ ଆଶଙ୍କା

କିଛି ନିର୍ଦ୍ଦିଷ୍ଟ ରକ୍ତବର୍ଗକୁ କୋଭିଡ ସଂକ୍ରମଣର ଆଶଙ୍କା ଅଧିକ । ଦିଲ୍ଲୀର ଏକ ଘରୋଇ ମେଡିକାଲ କଲେଜର ସର୍ବେକ୍ଷଣରେ ସାମ୍ନାକୁ ଆସିଲା ତଥ୍ୟ ।

୬.IT WORLDରେ ଭାରତୀୟଙ୍କ ରାଜ: ଦେଶୀ ବଏଙ୍କ କାନ୍ଧରେ ବିଶ୍ୱର ବଡ ବଡ କମ୍ପାନୀ ଭାର

ପରାଗ ଅଗ୍ରୱାଲଙ୍କ ଠାରୁ ସୁନ୍ଦର ପିଚାଇ ପର୍ଯ୍ୟନ୍ତ, 10 ଟି ଭାରତୀୟ ସିଇଓ ଯେଉଁମାନେ ବିଶ୍ୱର ବଡ ବଡ କମ୍ପାନୀଗୁଡିକର ନେତୃତ୍ୱ ନେଉଛନ୍ତି ।

୭.2009 ତୁଳନାରେ ୭୦ ପ୍ରତିଶତ ହ୍ରାସ ପାଇଛି ମାଓ ହିଂସା; MHA

ମାଓ ଦମନରେ ଗତ ୧୦ ବର୍ଷରେ ସରକାରଙ୍କୁ ମିଳିଛି ବଡ ସଫଳତା । ୭୦ପ୍ରତିଶତ ହ୍ରାସ ପାଇଛି ମାଓ ହିଂସା ।

୮.Compulsory Retirement to Coaches: ଅପାରଗତାରୁ ବିଦା ହେଲେ ୪ କୋଚ୍‌

୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଦୁଇଜଣ ଭଲିବଲ୍‌ କୋଚ୍‌ ସାମିଲ ଥିବା ବେଳେ ଜଣେ ହ୍ୟାଣ୍ଡବ୍‌ଲ ଓ ଜଣେ ବକ୍ସିଂ କୋଚ୍‌ ସାମିଲ ଅଛନ୍ତି ।

୯.Assembly Winter Session; ମମିତା ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

ବିଧାନସଭାର ଶୀତକାଳୀନ ଅଧିବେଶନ ଗୃହ ଆରମ୍ଭରୁ ମମିତା ମେହେର ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଆଟାକ କରିଛନ୍ତି ବରୋଧୀ ।

୧୦Villagers Police Scuffle: ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ

ଜଗତସିଂହପୁରରେ ପ୍ରସ୍ତାବିତ JSW(Jindal Steel Work)କୁ ନେଇ ସ୍ଥାନୀୟବାସିନ୍ଦା ଅସନ୍ତୁଷ୍ଟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.