ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 4, 2021, 7:02 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ସ୍ୱର୍ଣ୍ଣ ପଦକ ଜିତିଲେ ବରଗଡର ପ୍ରମୋଦ: ଜନ୍ମ ମାଟିରେ ଉତ୍ସବର ମାହୋଲ

ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ସ୍ବର୍ଣ୍ଣ ପଦକ ଜିତିବା ପରେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଉତ୍ସବର ମାହୋଲ

୨ .ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ

୩.ପାରା-ବ୍ୟାଡମିଣ୍ଟନରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ, ଛୁଟିଲା ଶୁଭେଚ୍ଛାର ସୁଅ

ଟୋକିଓ ପାରାଲମ୍ପିକ୍‌ରେ ପାରା-ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ ।

୪.ପିପିଲି ଉପନିର୍ବାଚନ: ବିଜ୍ଞପ୍ତି ଆସିବା ପରେ ବିଭିନ୍ନ ଦଳର ପ୍ରତିକ୍ରିୟା

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏ ନେଇ ବିଜ୍ଞପ୍ତି ଆସିବା ପରେ ବିଭିନ୍ନ ଦଳର ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

୫.ବିଧାନସଭାରେ ଅସୁସ୍ଥ ହେଲେ ତାରା, ଡାକ୍ତର ଡକାଇଲେ ବାଚସ୍ପତି

ବିଧାନସଭାରେ ଅସୁସ୍ଥ ହେଲେ ତାରା, ଡାକ୍ତର ଡକାଇଲେ ବାଚସ୍ପତି

୬.ଷ୍ଟାଫ ସିଲେକ୍ସନ ଦୁର୍ନୀତି; SIT ତଦନ୍ତ ଦାବି କଲେ ନରସିଂହ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକ୍ସନ ଦୁର୍ନୀତିକୁ ନେଇ ସରକାରଙ୍କୁ SIT ତଦନ୍ତ ଦାବି କରିଛନ୍ତି ।

୭.BJD-କଂଗ୍ରେସ ମିଳିମିଶି ଷଡଯନ୍ତ୍ର କରୁଛନ୍ତି: କୁସୁମ ଟେଟେ

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ବିଧାନସଭାରେ ବାଚସ୍ପତି ବିଜେପି ଦଳକୁ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଦେଲେ ଧାରଣା

୮.ACF ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ, ରାତି ଅଧରେ ସୌମ୍ୟଙ୍କ କ୍ବାର୍ଟରକୁ ଯାଉଥିଲେ DFO

ACF ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ବୟାନ । ଡିଏଫଓ ରାତି ଅଧରେ ପଛ ପଟ ଗେଟ୍ ଦେଇ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଉଥିବାର ଦେଖିଥିଲେ ପୂର୍ବତନ ରାତ୍ର ଜଗୁଆଳି ।

୯.‘ ଜଳ ଓ ସ୍ଥଳ ସୀମା ସୁରକ୍ଷାରେ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ ’

୫୧ତମ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ BPR&D ସମାରୋହରେ ଯୋଗଦେଲେ ଗୃହମନ୍ତ୍ରୀ ଅମିତ ଶାହ ।

୧୦.ନୂଆ ଭ୍ୟାରିଆଣ୍ଟକୁ ନେଇ DMETଙ୍କ ପ୍ରତିକ୍ରିୟା

ନୂଆ ଭ୍ୟାରିଆଣ୍ଟ ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବାର ଆଶଙ୍କା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.