ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 31, 2021, 7:01 PM IST

1.Tokyo Paralympics: High Jumpରେ ଭାରତକୁ ରୌପ୍ୟ ସହ କାଂସ୍ୟ ପଦକ

Tokyo Paralympics: High Jumpରେ ଭାରତକୁ ରୌପ୍ୟ ସହ କାଂସ୍ୟ ପଦକ

2.ତାଲିବାନ ପ୍ରଶାସନର ନୂଆ ଟିମ ! ଜାଣନ୍ତୁ, କାହାକୁ ମିଳିବ କେଉଁ ଦାୟିତ୍ବ ?

ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି ।

3.ତାଲିବାନକୁ ଭେଟିଲା ଭାରତ, ଦୋହାରେ ହେଲା ଆଲୋଚନା

ଦୋହାରେ ତାଲିବାନ ପ୍ରତିପକ୍ଷଙ୍କ ସହ କରିଛନ୍ତି ଆଲୋଚନା କରିଛନ୍ତି କତାର ସ୍ଥିତ ଭାରତୀୟ ଦୂତାବସର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।

4.ମିଳିମିଶି ପଞ୍ଚାୟତ ନିର୍ବାଚନ ଲଢ଼ିବୁ, କୁଲେସିକା ମୋ ସମାସ୍କନ୍ଦ ନୁହେଁ: ତାରାପ୍ରସାଦ ବାହିନୀପତି

ପ୍ରଭାରୀ ଓ ପିସିସି ସଭାପତିଙ୍କ ସହ ଭେଟି ବିବାଦର ଆପୋଷ ବୁଝାମଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

5.ଆସୁଛି ଗଣେଶ ପୂଜା, ଗାଇଡଲାଇନ ଜାରି କଲା CMC

ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କଲା CMC । ୭ ଜଣଙ୍କ ମଧ୍ୟରେ ମଣ୍ଡପଗୁଡିକରେ ପୂଜା ପାଇଁ ଅନୁମତି ।

6.ଅପରାହ୍ନରେ BJD ବିଧାୟକ ଦଳ ବୈଠକ, ଡିଫେନ୍ସ ଟିପ୍ସ ଦେବେ ନବୀନ

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କୁ ଚେକ୍ ଦେବା ଲାଗି ଆଜି ବିଧାୟକଙ୍କୁ ଡିଫେନ୍ସ ଟିପ୍ସ ଦେବେ ଦଳ ମୁଖିଆ ।

7.ACF ସୌମ୍ୟ ମର୍ଡର ମିଷ୍ଟ୍ରି, ବିଜେପି ବିଧାୟକଙ୍କୁ ଭେଟିଲେ ବାପା, ମାମୁଁ

ACF ସୌମ୍ୟ ରଞ୍ଜନ ମର୍ଡର ମିଷ୍ଟ୍ରି । ମୃତ ପୁଅକୁ ନ୍ୟାୟ ଦେବା ପାଇଁ ବିଜେପି ବିଧାୟକଙ୍କୁ ଭେଟିଛନ୍ତି ବାପା ଓ ମାମୁଁ ।

8.କୋରାପୁଟ କନ୍ଦଳର ସମାଧାନ ହୋଇଛି: ସପ୍ତଗିରି

କୋରାପୁଟ କଂଗ୍ରେସରେ ଚାଲିଥିବା କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଲେ ସାଂସଦ ସପ୍ତଗିରି ଉଲ୍ଲାକା ।

9.ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ କଲେ 'କାଞ୍ଜିରଙ୍ଗାଲ' ଗ୍ରାମବାସୀ, ପ୍ରଶଂସାରେ ଶତମୁଖ ମୋଦି

ତାମିଲନାଡ଼ୁର କାଞ୍ଜିରଙ୍ଗାଲ ଗ୍ରାମକୁ 'ମନ କି ବାତ୍‌'ରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

10.ହଟିଲା ସପ୍ତାହନ୍ତ ସଟଡାଉନ; ଫେରିଲା ବ୍ୟାଣ୍ଡ-ବାଜା-ବାରାତ

ଆସିଲା ସେପ୍ଟେମ୍ବର କୋଭିଡ ଗାଇଡଲାଇନ, ହଟିଲା ସପ୍ତାହନ୍ତ ସଟଡାଉନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.