ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନଜର ପକାନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 27, 2021, 7:01 PM IST

1. Kabul blast: 100 ଟପିଲା ମୃତ୍ୟୁ ସଂଖ୍ୟା, ଏୟାରଲିଫ୍ଟ ଜୋରଦାର

ଆତଙ୍କୀ ସଂଗଠନ ISIS-K ପକ୍ଷରୁ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ 100 ଟପିଛି ମୃତ୍ୟୁ ସଂଖ୍ୟା । 1138 ଜଣ ଆହତ ହୋଇଥିବା ସୂଚନା ।

2.ତାଳଦଣ୍ଡା କେନାଲ ବୁଲିଲେ ନବୀନ, I LOVE Cuttack ନିକଟରେ ଉଠାଇଲେ ଫଟୋ

ତାଳଦଣ୍ଡା କେନାଲ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିତି ସମୀକ୍ଷା ସହ ଆଇ ଲଭ କଟକ ନିକଟରେ ମଧ୍ୟ ଫଟୋ ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

3.PM ଫସଲ ବୀମା ଯୋଜନା ପ୍ରସଙ୍ଗ, ବିଜେଡ଼ି ଅଭିଯୋଗରେ ବାସ୍ତବତା ନାହିଁ କହିଲା ବିଜେପି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେଡ଼ି ଅଭିଯୋଗରେ କୌଣସି ବାସ୍ତବତା ନାହିଁ ବୋଲି ବିଜେପି କହିଛି ।

4.ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରର ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟରେ ଆସନ୍ତାକାଲି (ଶନିବାର) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳନ କରିଛି ଆଇଏମଡି (IMD) । ଆଉ ଲଘୁଚାପ ପ୍ରଭାବରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ଓଡିଶାର ବିଭିିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି ।

5.9ମ ଶ୍ରେଣୀ ଛାତ୍ର 10th ପାସ୍ ଘଟଣା, ଖୋଳତାଡ କରିବ 3 ଜଣିଆ କମିଟି

ନବମ ଶ୍ରେଣୀ ଛାତ୍ର ଦଶମ ପାସ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ କମିଟି । ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

6.ଦ୍ୱିତୀୟ ଡୋଜ ଟିକା ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କଟକ ବଡ଼ ମେଡିକାଲରେ ଜଣେ ଯୁବକ ଦ୍ଵିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

7.କେଜ୍ରିୱାଲଙ୍କୁ ଭେଟିଲେ ସୋନୁ, 'Desh ke Mentors'ର ହେବେ ବ୍ରାଣ୍ଡ ଆମ୍ବାସାଡର

ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସାଡର ହେବେ ଅଭିନେତା ସୋନୁ ସୁଦ ।

8.Tokyo Paralympics: ଟେବୁଲ ଟେନିସ ସେମିରେ ଭାବିନା, ପ୍ରଥମ ମେଡାଲ୍ ପକ୍କା

ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲର ପହଞ୍ଚିଲେ ଭାବିନା ପଟେଲ । କ୍ବାର୍ଟରଫାଇନାଲରେ ସେ ସର୍ବିଆର ପେଡଲର ବୋରିସ୍ଲାଭା ରାଙ୍କୋଭିକଙ୍କୁ 3-0 ସେଟରେ ମାତ ଦେଇଛନ୍ତି ।

9.Ind vs Eng 3rd test: ଲଞ୍ଚ ସୁଦ୍ଧା ଦ୍ବିତୀୟ ଇନିଂସରେ ଭାରତ ୩୪/୧

ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲ ଆଉଟ ହେବାପରେ ଭାରତର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି । ଲଞ୍ଚ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୩୪ ରନ କରିଛି ।

10.ଚର୍ଚ୍ଚାରେ BIG Bଙ୍କ ବଡ଼ିଗାର୍ଡ, କୋଟି କୋଟି ଦରମାର ଚାଲିଛି ଯାଞ୍ଚ

ବିଗ ବିଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ବର୍ଷକୁ ପାଆନ୍ତି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା । ଏହି ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ ଜିତେନ୍ଦ୍ରଙ୍କୁ ଅନ୍ୟ ପୋଲିସ ଷ୍ଟେସନକୁ କରାଯାଇଛି ବଦଳି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.