ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM
ବଡ଼ ଖବର
author img

By

Published : Aug 28, 2022, 5:11 PM IST

1.ମାଟିରେ ମିଶିଲା ଟ୍ବିନ୍‌ ଟାୱାର୍ସ, ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ

ମାଟିରେ ମିଶିଲା ନୋଏଡ଼ାର ସୁପରଟେକ୍‌ ଟ୍ବିନ୍‌ ଟାୱାର୍ସ Supertech twin towers । ଏଥିପାଇଁ ୩୭୦୦ କେଜି ବିସ୍ଫୋରକ ବ୍ୟବହାର ହୋଇଥିଲା । ଟ୍ବିନ୍‌ ଟାୱାର୍ସରେ ବିସ୍ଫୋରଣରେ ସାରା ଅଞ୍ଚଳ ଥରି ଉଠିଥିଲା

2.ଧରାଶାୟୀ ହେଲା ଟ୍ବିନ ଟାଓ୍ବାର, ପାର୍ଶ୍ବବର୍ତ୍ତୀ ହାଉସିଂ ସୋସାଇଟିରେ ନାହିଁ କୌଣସି କ୍ଷୟକ୍ଷତି

ସଫଳତାର ସହ ଟ୍ବିନ ଟାଓ୍ବାର Twin Towers ଅପରେସନ ଶେଷ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ବିଶେଷଜ୍ଞ ଟିମ । ସଂଧ୍ୟା 6.30ରେ ଫେରିବେ ସ୍ଥାନାନ୍ତରିତ ହୋଇଥିବା ନିକଟବର୍ତ୍ତୀ ଲୋକେ । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ କାର୍ଯ୍ୟ ଜାରି ରଖିଛି ଟିମ

3.ସେପ୍ଟେମ୍ୱର ୩ରୁ ସ୍ବତନ୍ତ୍ର OJEE, ୨୮ଟି ସହରରେ ହେବ ପରୀକ୍ଷା

ଆସନ୍ତା ସେପ୍ଟେମ୍ବର ୩ରୁ ଆରମ୍ଭ ହେବ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ରାଜ୍ୟର ୨୮ଟି ସହରରେ ପରୀକ୍ଷା କରାଯିବ

4.Mann Ki Baat, ଜଳ ସଂରକ୍ଷଣର ଗୁରୁତ୍ବ ବୁଝାଇ ମାଣ୍ଡିଆ ଉତ୍ପାଦନ ବଢାଇବାକୁ ଆହ୍ବାନ କଲେ ମୋଦି

92ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମୃତ ମହୋତ୍ସବ ଅବସରରେ ହରଘର ତ୍ରିରଙ୍ଗା କଥା କହିଛନ୍ତି ପ୍ରଧାନମନ୍ତ୍ରୀ

5.ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ

ରାଜଧାନୀରେ ପାର୍ବଣ ଋତୁ ପୂର୍ବରୁ ମାତିଲେଣି ଚୋର । ଅନେକ ସ୍ଥାନରେ ଚୋରି ଘଟଣା ସାମନାକୁ ଆସିବା ପରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

6.କୁକୁରକୁ ଦୁଷ୍କର୍ମ, ବୃଦ୍ଧଙ୍କ ନାଁରେ ମାମଲା

କୁକରକୁ ଦୁଷ୍କର୍ମ କଲେ ୬୫ ବର୍ଷୀୟ ବୃଦ୍ଧ । ଏଭଳି ନିନ୍ଦନୀୟ ଘଟଣା ମହାରାଷ୍ଟ୍ର ପୁଣେ ଅଞ୍ଚଳରେ ଦେଖିବାକୁ ମିଳିଛି

7.ବିରାଜିବେ ବିଘ୍ନ ବିନାଶକ, ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଚଳିତ ଥର ନବରଙ୍ଗପୁରରେ ସର୍ବସାଧାରଣରେ ପୂଜା ପାଇବେ ବିଘ୍ନ ବିନାଶକ । ବିଭିନ୍ନ ସ୍ଥାନରେ ମୂର୍ତ୍ତି ତିଆରି ଚାଲିଥିବା ବେଳେ ରାତି ଦିନ ଏକ କରି ଦେଇଛନ୍ତି କାରିଗର ।

8.କୋଇଲା ଟ୍ରକ ଧକ୍କାରେ ଚାଲିଗଲା 5 ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହୁଲ ପେଶାଇବାକୁ ଯାଉଥିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

9.କୋଭିଡକୁ ହରାଇ ଦୁବାଇରେ ଟିମ ଇଣ୍ଡିଆ କ୍ୟାମ୍ପ୍‌ରେ କୋଚ୍‌ ଦ୍ରାବିଡ

କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ Rahul Dravid Recovers From COVID । ଦୁବାଇରେ ଟିମ୍‌ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ

10.ହାଇଦ୍ରାବାଦରେ ଫିଲ୍ମ ବ୍ରହ୍ମାସ୍ତ୍ରର ପ୍ରିରିଲିଜ୍ ଇଭେଣ୍ଟ, ଯୋଗ ଦେବେ Jr NTR

ହାଇଦ୍ରାବାଦରେ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପ୍ରି-ରିଲିଜ୍ ଇଭେଣ୍ଟରେ Jr NTR ଯୋଗଦେବେ । ଏଥିପାଇଁ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ସୋସିଆଲ ମିଡିଆରେ ଜୁନିଅର ଏନଟିଆରଙ୍କର ପ୍ରଶଂସା କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.