ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 14, 2021, 3:00 PM IST

1. ଅଙ୍ଗନବାଡି ଦିଦିଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି, ୭ ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ ଟି ସ୍ଥାନରେ ଚଢାଉ ।

2. ଲେବଲ କ୍ରସିଂରେ ଚାଲିଥିଲା କୋଟିଏ ଟଙ୍କାର ବ୍ରାଉନସୁଗାର ଡିଲ୍, ଧରିଲା STF

ପୁଣି ଏସଟିଏଫ ଟିମ୍ ହାତରେ ଲାଗିଲା ଡ୍ରଗ୍ସ ମାଫିଆ ଗ୍ୟାଙ୍ଗ । ଧରାପଡିଲା ରକିବୁଲ ଲସ୍କର ଓ ତାର ସହଯୋଗୀ । ରସୁଲଗଡ ଲେବଲ କ୍ରସିଂରେ ଡିଲ ବେଳେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ।

3. ଆର୍ଶୀବାଦ ଯୋଜନା ବନ୍ଦ! ମୁହଁ ଖୋଲିଲେ ଶିଶୁ ସୁରକ୍ଷା ଆୟୋଗ

ବହୁ ଆଡମ୍ବରରେ ଲଘୁକ୍ରିୟା ! ‘ଆର୍ଶୀବାଦ’ ପାଲଟିଲା କି ଅଭିଶାପ ? କାହିଁକି ଆର୍ଶୀବାଦ ଯୋଜାନକୁ ବନ୍ଦ ଘୋଷଣା କଲେ ସରକାର । ମାତ୍ର କିଛି ମାସ ତଳେ ଘୋଷଣା ହୋଇଥିବା ଯୋଜନା ବନ୍ଦ ପାଇଁ ଦାୟୀ କିଏ?

4. ‘ମୂର୍ତ୍ତି ଉଚ୍ଚତା ବଢିଲେ ଭିଡ ବଢିବ; ଏବେ ଶରୀର ଧ୍ୟାନ ରଖନ୍ତୁ, ପରେ ଧର୍ମ ପାଳିବା’

ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦ, ପ୍ରଥମେ ଶରୀର ପରେ ଧର୍ମ ପାଳନ କରିବା। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ନିବେଦନ ।

5. ୪୮ ଘଣ୍ଟା ଯାଏଁ ଆହୁରି ବର୍ଷିବ, ସତର୍କ କରାଇଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଏବେ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି ।

6. ଅମରାବତୀରେ ଓଲଟିଲା ଡଙ୍ଗା, 3 ମୃତ 8 ନିଖୋଜ

ମହାରାଷ୍ଟ୍ର ଅମରାବତୀର ୱାର୍ଦ୍ଧା ନଦୀରେ ବୋଟ୍ ଓଲଟି ୧୧ ନିଖୋଜ । ଉଦ୍ଧାର କାର୍ଯ୍ୟ ଜାରି ।

7. ପୁଲୱାମାରେ ପୋଲିସ ଉପରକୁ ଗ୍ରେନେଡ ମାଡ

ଜମ୍ମୁକାଶ୍ମୀର ପୁଲୱାମା ଚୌକ ଉପରେ ପୋଲିସ ଉପକୁ ଆତଙ୍କବାଦୀ ଗ୍ରେନେଡ ମାଡ କରିଛନ୍ତି । ଫଳରେ ତିନିଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

8. INDIA CORONA; ଦିନକରେ 25404 ପଜିଟିଭ ଚିହ୍ନଟ, 339 ମୃତ

ଦେଶରେ ଖସୁଛି ସଂକ୍ରମଣ । ଆୟତ୍ତକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ 25 ହଜାର 404 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 339 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

9. ଆଜି ସନ୍ଧ୍ୟାରେ ଖୋଲିବ ହୀରାକୁଦର ୬ଟି ଗେଟ

ଆଜି ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

10. ବିଧାୟକଙ୍କୁ ଯୁବକଙ୍କ ଚିଠି, କହିଲେ ‘ପ୍ରେମିକା ନଥିବାରୁ ଦୁର୍ବଳ ହେଉଛି ମୋ ଆତ୍ମବିଶ୍ବାସ’

ଗାର୍ଲଫ୍ରେଣ୍ଡ ନଥିବାରୁ ବିଧାୟକଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ରରେ ଜଣେ ଯୁବକ । ଚିଠିରେ ଯୁବକ କଣ କହିଛନ୍ତି ଜାଣିବାକୁ ଅଧିକ ପଢନ୍ତୁ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.