ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 13, 2022, 1:15 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ବରଗଡ଼ରେ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ବରଗଡ଼ ଜିଲ୍ଲା ଗୋଡ଼ଭଗା ସ୍ଥିତ ଭାରତ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଘଟଣାରେ କାର୍ଯ୍ୟରତ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

2.କୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ, ଆଜି ମଥୁରା ଜିଲ୍ଲା କୋର୍ଟରେ ଶୁଣାଣି

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ମାମଲା । ଆଜି ଶୁଣାଣି କରିବେ ମଥୁରା ଜିଲ୍ଲା କୋର୍ଟ ।

3.ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଭୟ, ପ୍ଲାକାର୍ଡରେ କ୍ଷମାକର ଲେଖି ଥାନାରେ ଆତ୍ମସମର୍ପଣ

ଉତ୍ତର ପ୍ରଦେଶ ଗାଜିଆବାଦରେ ଏକ ହତ୍ୟାକାଣ୍ଡ ମାମଲାରେ ଏନକାଉଣ୍ଟର ଭୟରେ ନିଜ ଆଡୁ ଆତ୍ମସମର୍ପଣ କଲା ଦୋଷୀ ।

4.ହିମାଚଳ ପ୍ରଦେଶରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

ହିମାଚଳ ପ୍ରଦେଶ ଉନାରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଛି । ମୃତ କଂଗ୍ରେସ କର୍ମକର୍ତ୍ତା ହେଲେ ରବିନ୍ଦ୍ର କୁମାର ସେଠୀ ।

5.ରାଜସ୍ଥାନ କ୍ରୀଡାମନ୍ତ୍ରୀଙ୍କୁ ଜୋତା ଫିଙ୍ଗିବା ଘଟଣା, ସଚିନ ପାଇଲଟଙ୍କୁ ଦାୟୀ କଲେ ମନ୍ତ୍ରୀ

ରାଜସ୍ଥାନ କ୍ରୀଡା ମନ୍ତ୍ରୀ ଅଶୋକ ଚାନ୍ଦନା ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି । ଟ୍ବିଟ କରି ସଚିନଙ୍କ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ଚାନ୍ଦନା ।

6.ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା ମୁସଲିମ୍ ବୋର୍ଡ

ଜ୍ଞାନବ୍ୟାପୀ ମସଜିଦ ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲା । ଏହି ପ୍ରସଙ୍ଗରେ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ନୈରାଶ୍ୟଜନକ କହିଲା ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ' ବୋର୍ଡ ।

7.India Corona: ଦିନକରେ ୫ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 4,369 ନୂଆ ସଂକ୍ରମିତ ଚିହ୍ନଟ ।

8.Odisha Covid Cases: ରାଜ୍ୟରେ ଆଉ 159 ନୂଆ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 159 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

9.T20 World Cup: ଭାରତୀୟ ସ୍କ୍ବାଡ୍‌ରେ ରାହୁଲ ଓ ପନ୍ତ, ବୋର୍ଡ ଉପରେ ବର୍ଷିଲେ ଫ୍ୟାନ୍ସ

ଆଗାମୀ ଟି-୨୦ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ସଞ୍ଜୁ ସାମସନଙ୍କୁ ସ୍କ୍ବାଡ୍‌ରେ ସ୍ଥାନ ନ ମିଳିବା ନେଇ ଫ୍ୟାନ୍ସଙ୍କ ରୋଷର ଶିକାର ବୋର୍ଡ ।

10.ଅକ୍ଟୋବରରେ ପଡିବ ଅଲି ଫଜଲ-ରିଚା ଚଢାଙ୍କ ହାତଗଣ୍ଠି

ଅଲି ଫଜଲ ଏବଂ ରିଚା ଚଢାଙ୍କ ବିବାହ ତାରିଖ ସ୍ଥିର ହୋଇଥିବା ଚର୍ଚ୍ଚା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.