ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 31, 2022, 1:07 PM IST

ନଜର ପକାନ୍ତୁ @1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Rajya Sabha Election: ନାମାଙ୍କନ ଭରିଲେ 4 ବିଜେଡି ପ୍ରାର୍ଥୀ

ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି 4 ବିଜେଡି ପ୍ରାର୍ଥୀ ।

2. Brajarajnagar ByPoll:ସକାଳ 9ଟା ସୁଦ୍ଧା 11 ପ୍ରତିଶତ ମତଦାନ

ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । 279 ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତ ସାବ୍ୟସ୍ତ କରୁଛନ୍ତି ଭୋଟର ।

3. RS Election: ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

4. Rajya Sabha Election: ଆଉ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP

ରାଜ୍ୟସଭା ନିର୍ବାଚନ ପାଇଁ ଆଉ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି । ତାଲିକାରେ ନାହିଁ କୌଣସି ମୁସଲିମ ନେତାଙ୍କ ନାମ ।

5. BJPରେ ଯୋଗ ଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ

ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ ଆସନ୍ତା ଜୁନ ୨ ତାରିଖରେ ବିଜେପିରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି ।

6. ଉଗ୍ର ହେଉଛନ୍ତି ଆତଙ୍କୀ: କାଶ୍ମୀର ପଣ୍ଡିତ ପରେ ଏବେ ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ଼

ସୀମାରେ ଥମୁନି ଆତଙ୍କ । ଉଗ୍ର ରୂପ ନେଇଛି ଆତଙ୍କୀ କାର୍ଯ୍ୟକଳାପ । କୁଲଗାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

7. Sidhu Moose Wala Murder: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ସିଦ୍ଧୁଙ୍କ ଶରୀରରେ ବାଜିଥିଲା ୨୪ ଗୁଳି

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଘଟଣା । ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨୪ଟି ଗୁଳି ବାହାରିଥିବା ଜଣାପଡିଛି ।

8. Gyanvapi Case: ଜୁଲାଇ ୪ରେ ପରବର୍ତ୍ତୀ ଶୁଣାଣି

ଆସନ୍ତା ଜୁଲାଇ 4କୁ ଘୁଞ୍ଚିଲା ବହୁଚର୍ଚ୍ଚିତ ବାରଣାସୀ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦ ଶୁଣାଣି ।

9. ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଖୋକନ ମାଇତି ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

10. Retirement life: ଅବସର ପରେ ଖୁସି ଓ ଶାନ୍ତି ରହିବାର ମୂଳ ମନ୍ତ୍ର, ଜାଣନ୍ତୁ

ଅବସର ସମୟରେ ନୂଆ ଅର୍ଥନୈତିକ ସମସ୍ୟା ଦେଇ ଗତି କରିବାକୁ ପଡେ । ରୋଜଗାର ସମୟରେ ନେଇଥିବା ଭୁଲ ନିଷ୍ପତ୍ତିର ପ୍ରଭାବ ଏହି ସମୟରେ ଭୋଗିବାକୁ ପଡ଼େ । ଏଭଳି ସମସ୍ୟାର ସମ୍ମୁଖୀନ ଆପଣ ହୁଅନ୍ତୁ ନାହିଁ । ଅବସର ପରେ ଶାନ୍ତି ଓ ଖୁସି ଜୀବନ ବିତାଇବା ଲାଗି ଆଗୁଆ ହୁଅନ୍ତୁ ସତର୍କ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.