ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ୧ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 25, 2021, 1:05 PM IST

1. Odisha Assembly Session: VC ଯୋଗେ ଯୋଡି ହୋଇପାରିବେ ବିଧାୟକ, କୋଭିଡ କଟକଣାରେ ଚାଲିବ ଗୃହ

କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ(Assembly Session) । VC ଯୋଗେ ଯୋଡି ହୋଇପାରିବେ ବିଧାୟକ ।

2. Junior Hockey Mens WC: ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ

ଜୁନିଅର ହକି ବିଶ୍ବକପ (Junior Hockey Men's WC) ଦ୍ବିତୀୟ ଦିନରେ ଇଜିପ୍ଟ ବିପକ୍ଷରେ(Argentina defeat Egypt) ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା ।

3. UN Women report: ମହାମାରୀରେ ବଢିଛି ମହିଳା ନିର୍ଯାତନା

୧୩ଟି ଦେଶରେ ସର୍ଭେ କରି ଜାତିସଂଘର ଏକ ରିପୋର୍ଟ ଅନୁସାରେ କୋରୋନା ମହାମାରୀ ସମୟରେ ଘରେ ତଥା ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର(violence against women increases) ବଢିଥିବା ଦର୍ଶାଯାଇଛି ।

4. ITDA Junior Engineer In Vigilance Net; ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ITDA କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ଥିତ ଆଇଟିଡ଼ିଏ କାର୍ଯ୍ୟାଳୟ ( Baripada itda Office Assistant Engineer)ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ । ମୟୂରଭଞ୍ଜ ସମେତ ବାଲେଶ୍ବର ଓ ଭୁବନେଶ୍ବରରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

5. EDରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ, ମନି ଲଣ୍ଡ୍ରିଂ ମାମଲାର ଚାଲିଛି ଛାନଭିନ

ED ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ(former IFS Abhay Pathak) ।

6. Haryana CM to meet PM Modi: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ହରିୟାଣା ମୁ୍ଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର(Haryana chief minister Manohar Lal Khattar) । ପୂର୍ବାହ୍ନ ୧୦ଟା ୩୦ରେ ଉଭୟଙ୍କ ମଧ୍ୟରେ ବୈଠକ ହେବା ନେଇ ସୂଚନା ମିଳିଛି ।

7. Noida International Airport; ଆଜି ହେବ ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ଆଜି (ଗୁରୁବାର) ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ( Noida International AirPort) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ ।

8. BSKY Smart Health Card: ଆଜି ସୋନପୁର ବୌଦ୍ଧକୁ ମିଳିବ ସ୍ମାର୍ଟ କାର୍ଡ

ଆଜି(ଗୁରୁବାର) ସୋନପୁର ଓ ବୌଦ୍ଧରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ (BSKY Smart Health Card Distribution in subarnapur And Boudh) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।

9. Gautam Adani Richest Person: ଆଦାନି ଏସିଆର ନଂ ୧ ଧନୀ, ପଛରେ ରହିଲେ ଅମ୍ବାନି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ପଛରେ ପକାଇଲା ଆଦାନି ଗ୍ରୁପ(Adani Group) ।

10. ଆଜିଠୁ India vs New Zealand ପ୍ରଥମ ଟେଷ୍ଟ

ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ(Test Series) । କାନପୁରର ଗ୍ରୀନ ପାର୍କରେ ଖେଳାଯିବ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.