ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 7, 2021, 1:01 PM IST

Updated : Sep 7, 2021, 1:09 PM IST

1. Odisha Assembly; ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ

ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ କାମ ଜାରି ରହିଛି । ଏଥିପାଇଁ ଷ୍ଟେସନର ପ୍ଲାଟଫର୍ମ ନଂ ୧ ଓ ୬ ନିକଟରେ ଥିବା ଖାଲି ଜମିକୁ ଅଧିଗ୍ରହଣ କରାଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

2. ନିପା ଭାଇରସ୍: ମୃତ ବାଳକ ସଂସ୍ପର୍ଶରେ ଆସିଥିବା ୮ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ

କେରଳ ସରକାରଙ୍କୁ ଆଶ୍ବସ୍ତି । ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବାଳକ ୮ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଛି ନେଗେଟିଭ । ଏମାନେ ଅଧିକ ବାଳକର ସଂସ୍ପର୍ଶରେ ଆସିଥିଲେ ।

3. 2019 ଚିଟଫଣ୍ଡ ମାମଲା; ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡିଶା ପୋଲିସ

ଓଡିଶା ଚିଟଫଣ୍ଡ ଠକେଇରେ ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା EOW (ଅର୍ଥନୈତିକ ଅପରାଧା ଶାଖା) ।

4. ଗଠନ ହେବ ତାଲିବାନ ସରକାର, ୬ ଦେଶକୁ ମିଳିଲା ନିମନ୍ତ୍ରଣ ପତ୍ର

ପଞ୍ଜଶୀର ଦଖଲ ପରେ ଆଫଗାନିସ୍ତାନରେ ଶେଷରେ ସରକାର ଗଠନ ନେଇ ଘୋଷଣା କଲା ତାଲିବାନ । ପାକିସ୍ତାନ, ଚୀନ ସମେତ ୬ ଦେଶକୁ କଲା ନିମନ୍ତ୍ରଣ ।

5. ହରିୟାଣା କରନାଲରେ କୃଷକ ମହାପଞ୍ଚାୟତ, ଇଣ୍ଟରନେଟ ସେବା ବନ୍ଦ

କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ମହାପଞ୍ଚାୟତ ଜାରି ରହିଛି । ଏପରି ସ୍ଥଳେ ଆଜି ହରିୟାଣା କରନାଲରେ ପୁଣି ଥରେ ମହାପଞ୍ଚାୟତ ଆୟୋଜନ ନେଇ ଘୋଷଣା କରିଛି ସଂଗଠନ ।

6. ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର ନେଇନି କୌଣସି ନିଷ୍ପତ୍ତି: ନୀତିଶ କୁମାର

ଜାତିଭିତ୍ତିକ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।

7. ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧବିଶ୍ବାସ, ଉଲଗ୍ନ ହୋଇ ନାବାଳିକା ମାଗୁଛନ୍ତି ରାସନ

ମଧ୍ୟ ପ୍ରଦେଶରେ ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧ ବିଶ୍ବାସ । ମରୁଡି ପରିସ୍ଥିତି ଏଡାଇବା ପାଇଁ ନାବାଳିକା ଝିଅଙ୍କୁ ଉଲଗ୍ନ କରି କାନ୍ଧରେ ହଳ ପକାଇ ଘରକୁ ଘର ବୁଲାଉଛନ୍ତି ।

8. INDIA CORONA; ଦିନକରେ 31,222 ପଜିଟିଭ ଚିହ୍ନଟ, 290 ମୃତ

ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 31 ହଜାର 222 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ 290 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 42 ହଜାର 942 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

9. STATE CORONA: 638 ପଜିଟିଭ, ୯୩ ଶିଶୁ ଆକ୍ରାନ୍ତ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ କୋରୋନା ପଜିଟିଭ ଚିହ୍ନଟ ।

10. ବିଗ୍‌ବସ OTTରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି, କାନ୍ଦିପକାଇଲେ କରନ୍

ବିଗବସ୍ ଓଟିଟି ହୋଷ୍ଟ କରନ ଜୋହର ବିଗବସ ସିଜିନ ୧୩ର ବିଜେତା ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଗତ ୨ ତାରିଖରେ ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ ଶୁକ୍ଳା ।

Last Updated : Sep 7, 2021, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.