ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 23, 2021, 1:04 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବାତ୍ୟା ୟସ୍‌: ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ବାତ୍ୟା ୟସ୍‌ ପାଇଁ ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।

2. ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ପାଇଁ ପୁଣି ୫୫ ଲକ୍ଷ ଦେଲେ ନବୀନ

ପୁଣି ବୁଲା ଜୀବଜନ୍ତୁଙ୍କ ପାଇଁ 55 ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

3. ପୋଖରିପୁଟରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ପିଛୁଳାକେ ଜଳିଗଲା 20 ଦୋକାନ

ପୋଖରିପୁଟରେ ଭୟଙ୍କର ଅଗ୍ନିକାଣ୍ଡ; ଆଖୁ ପିଛୁଳାକେ ଜଳିଗଲା 20 ଦୋକାନ

4. ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ

ଦିଲ୍ଲୀରେ ପୁଣି ଆଉ ସପ୍ତାହେ ପାଇଁ ବଢିଲା ଲକଡାଉନ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

5. ସ୍ବାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ, କୋରୋନାରେ ଶାନ୍ତି ପାହାଡିଆଙ୍କ ପରଲୋକ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତର ଦୁଇ ଦିନ ପରେ କୋରୋନାରେ ପ୍ରାଣ ହରାଇଲେ ପତ୍ନୀ ଶାନ୍ତି ପାହାଡିଆ ।

6. ମହାରାଷ୍ଟ୍ରରେ ଭୂମିକମ୍ଫ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 3.3

ଆଜି( ରବିବାର) ସକାଳେ ମହାରାଷ୍ଟ୍ର ସାତାରାରେ ଭୂମିକମ୍ଫ ଅନୁଭୂତ । ଏନେଇ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ।

7. ସମ୍ପତ୍ତି ବିବାଦକୁ ନେଇ ଜଘନ୍ୟ କାଣ୍ଡ; ମାମୁଁ, ମାଇଁ ସମେତ ପରିବାରର 5 ଜଣଙ୍କୁ ହତ୍ୟା କଲା ଭଣଜା

ଉତ୍ତରପ୍ରଦେଶର ଅଯୋଦ୍ଧାରେ ଜଘନ୍ୟ କାଣ୍ଡ । ସମ୍ପତ୍ତି ବିବାଦକୁ ନେଇ ନିଜ ମାମୁଁ, ମାଇଁ ଏବଂ ତାଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କଲା ଭଣଜା

8. ଟେଷ୍ଟିଂ ବଢିବାରୁ ଆକ୍ରାନ୍ତ ସଂଖ୍ୟା ବି ବଢୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଟେଷ୍ଟ ବଢୁଥିବାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।

9. ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତରାଖଣ୍ଡ ସରକାର ।

10. ଶାସନ ଆଳରେ ସୀମା ଟପିଗଲେ ଜିଲ୍ଲାପାଳ, ଯୁବକଙ୍କୁ ମାଡ ମାରି ମାଗିଲେ କ୍ଷମା

ଲକଡାଉନରେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଛତିଶଗଡ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମା ମାଡ ମାରି କ୍ଷମା ମାଗିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.