ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 14, 2022, 10:59 AM IST

1.India Corona: ଦେଶରେ ୨୦ ହଜାର ଟପିଲା ସଂକ୍ରମଣ

ଦେଶରେ ଚିନ୍ତା ବଢାଇଛି କୋରୋନା । ଗତ 24 ଘଣ୍ଟାରେ 20,139 ନୂଆ ସଂକ୍ରମିତ ଚିହ୍ନଟ ।

2.Odisha Corona: 800 ପାର୍‌ ଦୈନିକ ସଂକ୍ରମଣ

ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । 24 ଘଣ୍ଟାରେ 804 ପଜିଟିଭ ଚିହ୍ନଟ ।

3.କାନାଡାରେ ବାପୁଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

କାନାଡାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାରତୀୟ ଦୂତାବାସ ।

4.ଆଜି I2U2 ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ମିଳିତ ଅର୍ଥ ନିବେଶ ଏବଂ କାରବାରକୁ ଦୃଷ୍ଟିରେ ରଖି ଭାରତ, ଇସ୍ରାଏଲ, ଆମେରିକା ଏବଂ ସଯୁକ୍ତ ଆବର ଏମିରେଟ୍ସ ମଧ୍ୟରେ ଆଇ2ୟୁ2 (India-Israel-UAE-USA) ସମ୍ମିଳନୀ ଅନୁଷ୍ଠିତ ହେବ ।

5.ଖାକିରେ କଳଙ୍କ, ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ

ଜୈନିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନ ।

6.Vice Presidential Election: ମିଳିତ ପ୍ରାର୍ଥୀ ନେଇ 17ରେ ବିରୋଧୀଙ୍କ ବୈଠକ

ଉପରାଷ୍ଟ୍ରପତି ନିର୍ବାଚନ ନେଇ ଅଙ୍କକଷା ଆରମ୍ଭ । ମିଳିତ ପ୍ରାର୍ଥୀ ନେଇ 17ରେ ଏକାଠି ହେବେ ବିରୋଧୀ ।

7.ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ

ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ।

8.ଅଡୁଆରେ ତିର୍ତ୍ତୋଲ ବିଧାୟକ, ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ । ପ୍ରେମିକା ଆଣିଥିବା ସେକ୍ସ ରାକେଟ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ ।

9.Ind-Eng 2nd ODI: ସିରିଜ କବ୍ଜା ଲକ୍ଷ୍ୟରେ ଭାରତ

ଆଜି (ଗୁରୁବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ ।

10.ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀ: ଅଭିନେତ୍ରୀ ସାନ୍ୟା ମଲହୋତ୍ରା

ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସାନ୍ୟା ମଲହୋତ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.