ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 22, 2021, 11:16 AM IST

1. ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି

80 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିନାପାଲି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ସୁପରଭାଇଜର ହର୍ଷମଣି ଦେଇଙ୍କୁ ଗିରଫ କଲା ଭିଜିଲାନ୍ସ ।

2. ODISHA CORONA: ଦିନକରେ ୧୭୧ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

3. ହାଇଆଲର୍ଟରେ ପଠାନକୋଟ ପୋଲିସ, ସେନା କ୍ୟାମ୍ପକୁ ଗ୍ରେନେଡ ମାଡ
ପଠାନକୋଟ ସେନା କ୍ୟାମ୍ପ ତ୍ରିବେଣୀ ଫାଟକରେ ଗ୍ରେନେଡ ବିସ୍ଫୋରଣ ହୋଇଥିବା ସୂଚନା ।

4. UP Assembly poll; ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା

ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳର ଅଙ୍କକଷା ଆରମ୍ଭ ହୋଇଯାଇଛି । ଦଳୀୟ କର୍ମୀଙ୍କ ସହିତ ଘନଘନ ବୈଠକ କରୁଛନ୍ତି ରାଜନୈତିକ ଦଳ ।

5. ମାଳି ପର୍ବତରୁ ଖଣି ଉତ୍ତୋଳନ ପାଇଁ ଜନଶୁଣାଣୀ ଆରମ୍ଭ

କଡା ସୁରକ୍ଷା ମଧ୍ୟରେ ହିଣ୍ଡାଲକୋ ପକ୍ଷରୁ ଆଜି ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ମାଳି ପର୍ବତରୁ ବକ୍ସାଇଟ ଉତ୍ତୋଲନ ନିମନ୍ତେ ପରିବେଶ ଜନଶୁଣାଣି ଅନୁଷ୍ଠିତ ହେଉଛି ।

6. ୫୦ ପ୍ରତିଶତ ସିଟରେ ଚାଲିବ ସିନେମା ହଲ, ଚିନ୍ତାରେ ମାଲିକ

କୋରୋନା କଟକଣା ମଧ୍ୟରେ ରାଜ୍ୟରେ ସିନେମା ହଲ, ଯାତ୍ରା ଓ ମେଲୋଡିକୁ ଅନୁମତି ମିଳିଛି ।

7. ଆସୁଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କୁ ଡାକୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ

କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରୁଛି ଆନମନା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ରାବଣଧର ଜଳପ୍ରପାତର ସୁଅ ପ୍ରକୃତି ପ୍ରେମୀଙ୍କୁ କରୁଛି ମତୁଆଲା ।

8. କାର୍-କଣ୍ଟେନର ମୁହାଁମୁହିଁ ଧକ୍କା, ୪ ମୃତ ୮ ଆହତ

କାର-କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ପାଲଘରର ମନୋର ଅଞ୍ଚଳରେ ଥିବା ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

9. ଦେଓମାଳିରେ ଆନ୍ଧ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀ, ନଜର ରଖିଲେ ସ୍ଥାନୀୟ ଲୋକେ

ଦେଓମାଳି ଗସ୍ତ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗର ଜିଲ୍ଲାପାଳଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

10. ଡଙ୍ଗା ଭସାଇ ଆଖଣ୍ଡଳମଣି ପୀଠରେ ଖେଳୁଥିଲେ 2 ଶିଶୁ, ପାଣିରେ ବୁଡି ଜଣେ ମୃତ

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ସୋଲ ଡଙ୍ଗା ଭସାଉଥିବା ସମୟରେ 2 ଜଣ ଶିଶୁ ବୁଡି ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.