ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 29, 2021, 11:02 AM IST

1. ମାଟ୍ରିକ ମୂଲ୍ୟାୟନ ବିବାଦ, ଆଜି ପୂର୍ବାହ୍ନରେ ବୋର୍ଡର ପ୍ରେସମିଟ

ଚଳିତ ବର୍ଷର ମାଟ୍ରିକ ମୂଲ୍ୟାୟନକୁ ନେଇ ଦେଖା ଦେଇଛି ବିବାଦ । ଗତକାଲି ଦିନ ତମାମ ବୋର୍ଡ ଅଫିସ ଘେରାଉ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏ ସମସ୍ୟା ନେଇ ଆଜି ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ ।

2. ତଳମୁହାଁ କୋରୋନା ଗ୍ରାଫ, ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥତା ଅଧିକ

କାମ ଦେଉଛି ଲକଡାଉନ, ସଟଡାଉନ । ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ କୋରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରୁଛନ୍ତି ।

3. ଘାଟିରେ ବରଯାତ୍ରୀ ଗାଡି ଓଲଟି 10 ମୃତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଅଘଟଣ । ଘାଟିରେ ବରଯାତ୍ରୀ ଗାଡି ଓଲଟି 10 ମୃତ ।

4. STATE CORONA: ଦିନକରେ 2640 ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2640 କୋରୋନା ପଜିଟିଭ ଚିହ୍ନଟ ।

5. ଆବେଦନକାରୀଙ୍କ ଘରକୁ ଯାଇ ଅବସରକାଳୀନ ପ୍ରାପ୍ୟ ଦିଅ: ହାଇକୋର୍ଟ

ଅବସରର ତିନି ଦଶନ୍ଧି ପରେ ମଧ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ଅବସରକାଳନୀ ପ୍ରାପ୍ୟ ନ ମିଳିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆବେଦନକାରୀଙ୍କୁ ତାଙ୍କ ଘରେ ଯାଇ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

6. କାଶ୍ମୀର ପୋଲିସକୁ ସଫଳତା, 2 ଆତଙ୍କୀ ସଫା

ଶ୍ରୀନଗର ଜିଲ୍ଲା ପିରମପୋରା ଅଞ୍ଚଳରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦ ଏବଂ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ମୃତ୍ୟୁ ହୋଇଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

7. କିଏ ହେବ ଉତ୍ତରାଖଣ୍ଡର କଂଗ୍ରେସ ସଭାପତି ? ନିଷ୍ପତ୍ତି ନେବେ ସୋନିଆ

ଉତ୍ତରାଖଣ୍ଡରରେ କଂଗ୍ରେସ ସଭାପତି ଚୟନ କରିବେ ସୋନିଆ ଗାନ୍ଧୀ ।

8. ଅଗଷ୍ଟରୁ ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରକଳ୍ପ ଦୀପା, ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ ଲକ୍ଷ୍ୟ

ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଦୀପା) ସ୍ଥାପନ କରିବେ ।

9. ଭାରତର ଭୁଲ ମାନଚିତ୍ର ହଟାଇଲା ଟ୍ବିଟର, କଠୋର କାର୍ଯ୍ୟାନୁଷ୍ଠାନ ସମର୍ଥନରେ କଂଗ୍ରେସ

କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭୁଲ୍ ସୁଧାରିଲା ଟ୍ଵିଟର । ବିବାଦୀୟ ମାନଚିତ୍ରକୁ ଓ୍ଵେବସାଇଟ୍‌ରୁ ହଟାଇଲା । ଏପଟେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବିରୋଧରେ ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ ବୋଲି କହିଛି କଂଗ୍ରେସ ।

10. ‘ଫିଲହାଲ୍ 2’ର ନୂଆ ପୋଷ୍ଟର ଜାରି, 30ରେ ଆସିବ ଟିଜର

ଜାରି ହୋଇଯାଇଛି ‘ଫିଲହାଲ୍ 2’ର ନୂଆ ପୋଷ୍ଟର । ଅକ୍ଷୟଙ୍କ ସହ ନଜର ଆସିଲେ ନୁପୁର ସାନନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.