1-ତଳ ମୁହାଁ କୋରୋନା ଗ୍ରାଫ, ଦିନକରେ 27071 ସଂକ୍ରମିତ
ସମଗ୍ର ବିଶ୍ବରେ ଆମେରିକା ପରେ କୋରୋନା ସଂକ୍ରମଣରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।
2-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ରହିଛି 4ଟି ପ୍ରସ୍ତାବ ।
3-ଡିସେମ୍ବର 13 ସୁଦ୍ଧା ଦେଶରେ ସରିଛି 15,45,66,990 କୋଭିଡ ଟେଷ୍ଟ: ICMR
ଆଇସିଏମଆରର ରିପୋର୍ଟ ଅନୁସାରେ ଗତ ରବିବାର ସରିଛି 8,55,157 କୋରୋନା ସାମ୍ପଲ ଟେଷ୍ଟ।
4-‘ଫାଇଜର୍’ କୋଭିଡ ଟିକା କିଣି ନ ପାରନ୍ତି ସରକାର
‘ଫାଇଜର୍-ବାୟୋଏନ୍ଟେକ୍’ ନିର୍ମିତ କୋରୋନା ଭାଇରସ୍ ଟିକା କ୍ରୟ କରିନପାରେ ଭାରତ ।
5-‘କ୍ଷମତା ଭୋକିଲା ‘ଗୁପକାର ଗ୍ୟାଙ୍ଗ’, ଲୋକଙ୍କ ସହ କରିଛି ପ୍ରତାରଣା’
ଜମ୍ମୁ ଓ କାଶ୍ମୀର ଡିଡିସି ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିସ୍ଫୋରକ ବୟାନ ।
6-ଟିଆରପି ସ୍କାମ: ଡିସେମ୍ବର 15 ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭି ସିଇଓ
ଟିଆରପି ସ୍କାମ ମାମଲାରେ ରିପବ୍ଲିକ୍ ଟିଭିର ସିଇଓଙ୍କୁ ଡିସେମ୍ବର 15 ଯାଏଁ ରିମାଣ୍ଡରେ ନେଇଛି ପୋଲିସ ।
7-ଦୁଇ କୋଟି ମୂଲ୍ୟର ଗଞ୍ଜେଇ ଜବତ, ତିନି ଗିରଫ
ଏନସିବିକୁ ସଫଳତା । ମୁମ୍ବାଇରେ ଚୋରା ଗଞ୍ଜେଇ କାରବାରରେ ତିିନି ଗିରଫ ।
8-ତକିଆ ମାଡି 6 ବର୍ଷର ପୁଅକୁ ମାରିଦେଲା ମା’
ନିଜ 6 ବର୍ଷର ପୁଅକୁ ହତ୍ୟା କରିଛି ମାଆ ।
9-ବିନିକାରେ ଗଜରାଜଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ
ଆଜକୁ ମାସେରୁ ଅଧିକ ଦିନ ହେଲାଣି ବିନିକା ରେଞ୍ଜ ଅଞ୍ଚଳରେ ହାତୀ ପଲ୍ଲଙ୍କ ଉତ୍ପାତ ବଢିବାରେ ଲାଗିଛି ।
10-ବାଇକ ସହ ବାଇକ ଧକ୍କା, 1ମୃତ
ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଶ୍ରୀବନ୍ତପୁର ତାରିଣୀ ଛକ ନିକଟରେ ବାଇକ ସହ ବାଇକ ମୁହାଁମୁହିଁ ।