ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 22, 2022, 11:00 AM IST

ନଜର ପକାନ୍ତୁ NEWS 11 AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS

1.ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ-ବସ ଧକ୍କାରେ 15 ଶ୍ରମିକ ମୃତ, 40 ଆହତ

ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ 15 ଜଣ ଶ୍ରମିକଙ୍କ ମୃତ୍ୟୁ । ଏଥିରେ ୪୦ ଆହତ ହୋଇଥିବା ସୂଚନା

2.ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗଭୀର ଅବପାତ ପରେ ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ ।

3.OCA Polls: ଓସିଏର ନୂଆ ସଭାପତି ପ୍ରଣବ ପ୍ରକାଶ, ଔପଚାରିକ ଘୋଷଣାକୁ ଅପେକ୍ଷା

ଓଡିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେବେ ପ୍ରଣବ ପ୍ରକାଶ ଦାସ । ଔପଚାରିକ ଘୋଷଣାକୁ ଅପେକ୍ଷା ।

4.ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସଂରକ୍ଷଣରୁ ବାଦ ଦିଆଯାଉ, ଦାବି କଲା VHP

ଅନ୍ୟ ଧର୍ମ ଗ୍ରହଣ କରୁଥିବା ଦଳିତ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍‌ ଦିଆଯାଉ । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏଭଳି ଦାବି କରାଯାଇଛି(Vishwa Hindu Parishad demand on Reservation) ।

5.ମଦ ବ୍ୟାନ ରାଜ୍ୟରେ ଅମାନିଆ ଲୋକ, 52 ହଜାର ମଦ୍ୟପଙ୍କ ଘରେ ଲାଗିବ ପୋଷ୍ଟର

ବିହାରରେ ମଦ୍ୟପାନକୁ ଚଳିତ ବର୍ଷ ଏପ୍ରିଲ ଠାରୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏହାପରେ ମଧ୍ୟ ପ୍ରାୟ ୫୨ ହଜାର ବ୍ୟକ୍ତି ମଦ୍ୟପାନ କରୁଥିବା ବେଳେ ଧରାପଡ଼ିଛନ୍ତି । ସେମାନଙ୍କ ଘର ଦ୍ବାରରେ ଚେତାବନୀ ପୋଷ୍ଟର ଲଗାଯିବ ବୋଲି ଜଣାପଡ଼ିଛି ।

6.କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ଉଦଘାଟିତ, ପ୍ରଦର୍ଶିତ ହେଉଛି 9 ଦେଶର କଳାକୃତି

ଲଳିତ କଳା ଆର୍ଟ ଗ୍ୟାଲେରୀ‌ ପରିସରରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ୨୦୨୨ ଉଦଘାଟିତ । ୯ଟି ଦେଶର କଳାକାର ଏଥିରେ ସାମିଲ ହୋଇଛନ୍ତି ।

7.ଜମି ଫେରି ପାଇବେ କାଳିପଲ୍ଲୀ ଚାଷୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

ଟାଟା ଷ୍ଟିଲ ଦ୍ବାରା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ କାଳିପଲ୍ଲୀ ମୌଜାର ଜମି ଅଧିଗ୍ରହଣକୁ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି । ଉତ୍ତରାଧିକାରୀଙ୍କୁ ଜମି ଫେରସ୍ତ କରାଯିବା ଘୋଷଣା ପରେ ମୁୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଦଳୀୟ କର୍ମୀ ଏବଂ ଗ୍ରାମବାସୀ ।

8.Minor Raped Alwar: ପିଶାଚ ବାପା, ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର

ପିଶାଚ ବାପା । ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର । ନିଜ ଔରସରୁ ଜନ୍ମିତ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଅଲ୍‌ବର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ।

9.T20 World Cup: ଶେଷ ହେଲା ଗ୍ରୁପ ପର୍ଯ୍ୟାୟ ମ୍ୟାଚ, ସୁପର-୧୨ରେ ଏହି 4 ଟିମ

ଶୁକ୍ରବାର ଶେଷ ହୋଇଛି ଟି୨୦ ବିଶ୍ବକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ।ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳ ଗୁଡିକ ହେଲା ଶ୍ରୀଲଙ୍କା, ନେଦରଲାଣ୍ଡସ, ଆୟାରଲାଣ୍ଡ, ଜିମ୍ବାୱେ ।

10.ଟ୍ରୋଲ ହେଲେ ରାମାୟଣର ସୀତା, ୟୁଜର କହିଲେ ଆପଣଙ୍କୁ ଏସବୁ ଶୋଭା ପାଉନି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.