ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM
author img

By

Published : Aug 29, 2022, 11:02 AM IST

1.Landslide In Kerala, କେରଳରେ ଭୂସ୍ଖଳନ, 3 ମୃତ 2 ନିଖୋଜ

ପ୍ରବଳ ବର୍ଷା କାରଣରୁ କେରଳ ଇଡୁକି ଜିଲ୍ଲା କୁଦାୟାଥୁର ଥୋଡୁପୁଜାହ ଅଞ୍ଚଳରେ ଭୂସ୍ଖଳନ ହୋଇଛି ।

2.ଆପ୍‌ରେ ନାହିଁ ଫାଟ, ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଆପ୍ ଦଳରେ ଫାଟ ନାହିଁ । ଦଳ ସହ ସମସ୍ତ ବିଧାୟକ ଅଛନ୍ତି । ଏହା ପ୍ରମାଣ କରିବାକୁ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ ।

3.India Corona, ଦିନକରେ 7591 ନୂଆ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 7,591 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

4.Odisha Corona Cases, ଦିନକରେ 221 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 221ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.ଜାତୀୟ କ୍ରୀଡା ଦିବସରେ ମୋଦିଙ୍କ ଫିଟନେସ ମନ୍ତ୍ର, ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌ ରହିବ

ଜାତୀୟ କ୍ରୀଡା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6.National Sports Day 2022, ମନେ ପଡନ୍ତି ହକିର ଯାଦୁଗର

ଆଜି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ପ୍ରତି ବର୍ଷ ଆଜିର ଦିନରେ ବା ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରୁଛି ଦେଶ ।

7.କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଜିତିଲେ କୋରାପୁଟର ରିହାନ

କୋଲକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିହାନ ଖାନ ।

8.ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ

ପରକୀୟା ପ୍ରୀତିର ସାଙ୍ଘାତିକ କାହାଣୀ । ପ୍ରେମରେ ଉଟୁବୁଟୁ ହୋଇ ସ୍ବାମୀକୁ ହତ୍ୟା କରିବାକୁ ପଛାଇଲାନି ସ୍ତ୍ରୀ ।

9.Asia Cup 2022, ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ବାଂଲାଦେଶ

ଏସିଆ କପ୍ 2022ରେ ଆଜି ତୃତୀୟ ମ୍ୟାଚ ଖେଳାଯିବ । ଏଥିରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ ।

10.ହାଇଦ୍ରାବାଦରେ ଫିଲ୍ମ ବ୍ରହ୍ମାସ୍ତ୍ରର ପ୍ରିରିଲିଜ୍ ଇଭେଣ୍ଟ, ଯୋଗ ଦେବେ Jr NTR

ହାଇଦ୍ରାବାଦରେ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପ୍ରି-ରିଲିଜ୍ ଇଭେଣ୍ଟରେ Jr NTR ଯୋଗଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.