ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍‌ ନ୍ୟୁଜ

ନଜର ପକାନ୍ତୁ TOP NEWS AT 1 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS
author img

By

Published : Aug 31, 2022, 1:02 PM IST

1. ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ହୁବାଲ୍ଲି ଇଦ୍‌ଗା ମଇଦାନରେ ପାଳନ ହେବ ଗଣେଶ ଚତୁର୍ଥୀ । ପୂଜା ପାଇଁ ଅନୁମତି ଦେଲେ କର୍ଣ୍ଣାଟକ ହାଇକୋର୍ଟ । ହାଇକୋର୍ଟଙ୍କୁ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ମୁସଲିମ ସଂଗଠନ ।

2.Ganesh Chaturthi, ବାଲି ଲଡୁରେ ବିଘ୍ନରାଜଙ୍କ ବାଲୁକା କଳା

ପୁରୀ ବେଳାଭୂମିରେ ବାଲି ଓ ଲଡୁରେ ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ରକଳା କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

3.Ganesh Chaturthi, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4.ରାଜଧାନୀରେ ବୀଭତ୍ସ ହତ୍ୟା, DCP ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ

ରାଜଧାନୀରେ ଭୁବନେଶ୍ବରରେ ବୀଭତ୍ସ ହତ୍ୟା । ଡିସିପି ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ ।

5.ଆସନ୍ତା 3ରେ Artemis I ପୁନଃ ପରୀକ୍ଷଣ ଲକ୍ଷ୍ୟ ରଖିଛି NASA

ସେପ୍ଟେମ୍ବର 3ରେ ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ I(NASA Moon Rocket Artemis I) ପୁନଃ ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖିଛି ନାସା । ସୋମବାର ଶେଷ ମୁହୂର୍ତ୍ତରେ ତ୍ରୁଟି ଥିବାରୁ ଉତକ୍ଷେପଣ ସ୍ଥଗିତ ରହିଥିଲା ।

6.ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ

ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

7.ଆମ୍ବ ବଗିଚା ଓ ଜଳ ଅମଳ ପ୍ରକଳ୍ପ ନାଁରେ 30 ଲକ୍ଷ ଟଙ୍କା ଆତ୍ମସାତ, ଭିଜିଲାନ୍ସ ତଦନ୍ତ ଦାବି

ନୟାଗଡ ଜିଲ୍ଲା ଆମ୍ଭ ବଗିଚାରେ ଚାରାରୋପଣ ଏବଂ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା ନାଁରେ ପ୍ରାୟ 30 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି ।

8.India Corona, ଆଜି ବି ୧୦ ହଜାର ତଳେ ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 7,231 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

9.ସନ୍ତୁଳିତ ମଦ୍ୟପାନରେ ବି ରହିଛି ଏହି ସମସ୍ୟା, ଜାଣନ୍ତୁ କଣ

ସପ୍ତାହରେ ସାତ କିମ୍ବା ସାତରୁ ଅଧିକ ୟୁନିଟ୍ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ମସ୍ତିଷ୍କ ଏବଂ ଜ୍ଞାନଗତ ସମସ୍ୟା ସୃଷ୍ଟି ହୋଇପାରେ ।

10.ଚକଦା ଏକ୍ସପ୍ରେସକୁ ଏମିତି କହିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ଝୁଲଣ ଗୋସ୍ବାମୀଙ୍କ ଆତ୍ମ ଜୀବନୀକୁ ନେଇ ଅନୁଷ୍କା ଶର୍ମାଙ୍କର 'ଚକଦା ଏକ୍ସପ୍ରେସ' ଆସୁଛି । ଏନେଇ ଅନୁଷ୍କା ଶର୍ମା କହିଛନ୍ତି ତାଙ୍କର ଆସୁଥିବା 'ଚକଦା ଏକ୍ସପ୍ରେସ' ଏକ ସ୍ବତନ୍ତ୍ର ଚଳଚ୍ଚିତ୍ର ଅଟେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.